ଓଡ଼ିଶା: ଆଜିର ଫଟୋ


ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ

 

ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ ଖଲାସ କରାଯାଉଛି

 

କଟକର ଯୋବ୍ରା ନିକଟରେ କିଛି ଶ୍ରମିକ ଟାଣ ଖରାରେ ବିଦ୍ୟୁତଖୁଣ୍ଟରେ ବସି ମରାମତି କରୁଛନ୍ତି

 

କଟକ ମାତୃଭବନ ନିକଟରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼

 

ଭୁବନେଶ୍ୱର ଜୟଦେବବିହାର ରାସ୍ତାରେ ତାମିଲନାଡ଼ୁରୁ ଆସିଥିବା ପ୍ରବାସୀଙ୍କୁ ଜଣେ କମିଶନରେଟ ପୋଲିସ କର୍ମଚାରୀ ଶୋଷ ମେଣ୍ଟାଇବା ଲାଗି ପିଇବା ପାଣି ଦେଉଛନ୍ତି

 

କଟକ ତଳଦଣ୍ଡା କେନାଲରେ ବତକମାନେ ବିଚରଣ କରୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ଜାଲ ତିଆରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?