ଏସ୍‌ଓଜିର କୋମ୍ବିଂ ଅପରେଶନ୍‌: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ଖପ୍ରାଖୋଲ, ୫।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍‌ଓଜିର କୋମ୍ବିଂ ଅପରେଶନ୍‌ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ ପକ୍ଷରୁ ବ୍ୟାପକ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରେ ବଲାଙ୍ଗୀର ଏସ୍‌ପି ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗପୋକ ଉଜାଡିଲା ଚାଷ : କୃଷି ଅଧିକାରୀଙ୍କୁ ଦେଖାଇଲେ ଧାନକେଣ୍ଡା

ଜାମଟିକ୍ରା, ୪।୧୧ (ଡି.ଏନ.ଏ): ଅତାବିରା ବ୍ଲକ ଅଞ୍ଚଳରେ ଧାନ ଫସଲରେ ଲାଗିଥିବା ରୋଗପୋକ ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବଜାରରେ ମିଳୁଥିବା କୀଟନାଶକ ପ୍ରୟୋଗ କଲେ...

‘ମୋତେ ଏସ୍‌ପିଙ୍କୁ ଭେଟିବାକୁ ଦିଅ’

କେନ୍ଦୁଝର,୧୭ା୬(ସ୍ବ.ପ୍ର.): ସ୍ଥାନୀୟ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ ସମୟରେ ପୋଲିସ କାବୁ କରିଛି। ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକଙ୍କୁ...

ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟା ଏଣ୍ଟ୍ରି ଅପରେଟର, ତହସିଲଦାର ଅଟକ

ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟାଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ। ଏକ ଜମିଜମା ମାମଲା ପାଇଁ ଧନେଶ୍ୱର ୧ ଲକ୍ଷ ୨୦ହଜାର ଟଙ୍କା ନେଉଥିଲେ।...

ମଡିଫାଏଡ ସାଇଲେନ୍ସରକୁ ନେଇ କଠୋର ହେଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବାଇକ୍‌ରେ ମଡିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କଲେ ବା ଏଭଳି ସାଇଲେନ୍ସର ବ୍ରିକ୍ରି କରୁଥିବା ଦୋକାନୀଙ୍କୁ ପୋଲିସ ସାବଧାନ କରାଇ ଦେଇଛି।...

ବିଶ୍ୱ ଏଡ୍‌ସ ଦିବସ : ସଚେତନ ରାଲି

ରାଜନଗର,୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ରଶ୍ମି ମହାନ୍ତିଙ୍କ...

ଭାଜପା ନେତାଙ୍କୁ ଗଳାକାଟି ହତ୍ୟା

ଘଣ୍ଟାପଡା/କଣ୍ଟାମାଳ,୨୪।୭(ଡି.ଏନ.ଏ.)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧୀନ ଆମ୍ବଗାଁ ସମଲେଶ୍ୱରୀ ନାଳ ନିକଟ ଆମ୍ବ ବଗିଚାରୁ ଶୁକ୍ରବାର ସକାଳେ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ...

ଟ୍ରାକ୍ଟରରେ ଚାଲାଣ ହେଉଥିଲା ଶିଶୁ କାଠ ପଟା: ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ

ଚିତ୍ରକୋଣ୍ଡା,୨୨।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୨୫ଟି ଶିଶୁ କାଠ ପଟା ଜବତ କରାଯାଇଛି। ଏକ ମହିନ୍ଦ୍ରା ଟ୍ରାକ୍ଟର ନମ୍ବର( ଓଡି...

ସେବାଶ୍ରମ ଛାତ୍ରୀଙ୍କୁ ପଢ଼ାଇଲେ ମନ୍ତ୍ରୀ

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ଆଇଟି ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦାରିଙ୍ଗବାଡି ବ୍ଲକ ଗସ୍ତରେ ଆସିଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ କନ୍ୟାଶ୍ରମକୁ ଯାଇଥିବା ବେଳେ ସେଠାରେ...

Advertisement
Archives

Model This Week