ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ…

ଜ୍ୟାକି ଶ୍ରଫ୍‌ : ଦାମୀ କାର୍‌ ଜ୍ୟାକିଙ୍କର ଆଦୌ ପସନ୍ଦ ନୁହେଁ। ଜ୍ୟାକି ଟୟୋଟା ଇନୋଭା ଗାଡ଼ିକୁ ଖୁବ୍‌ ପସନ୍ଦ କରନ୍ତି । ଏହି କାରର ଦାମ୍‌ ୧୨ରୁ ୨୦ ଲକ୍ଷ ମଧ୍ୟରେ।

ନାନା ପାଟେକର : ନାନାଙ୍କ ଚଳଣି ସମ୍ପୂର୍ଣ୍ଣ ସାଧାରଣଙ୍କ ଲୋକଙ୍କ ପରି। ନାନା କାର ଚଢ଼ିବାକୁ ବହୁ ପସନ୍ଦ କରିଥାନ୍ତି। ଯାହାର ନିର୍ମାଣ ଭାରତରେ କେବେଠୁ ବନ୍ଦ ହୋଇସାରିଲାଣି। ନାନା ମହିନ୍ଦ୍ରା ମେଜର କାର ଚଢ଼ିବାକୁ ପସନ୍ଦ କରିଥାନ୍ତି।

ଅନୀଲ କପୁର : ବଲିଉଡ୍‌ର ଧନୀ ଷ୍ଟାରମାନଙ୍କ ମଧ୍ୟରୁ ଅନୀଲ ଜଣେ। ଅନୀଲଙ୍କ ପାଖରେ ୨ କୋଟି ଟଙ୍କାର ମର୍ସିଡିଜ୍‌ ଏସ୍‌ କ୍ଲାସ, ୧.୬ କୋଟିର ଅଡି ଏ – ୮ ପରି ଗାଡ଼ି ରହିଛି। ତଥାପି ସେ ଟାଟା ସଫାରୀରେ ବୁଲିବାକୁ ବହୁ ପସନ୍ଦ କରିଥାନ୍ତି। ଏହି ଗାଡ଼ିର ଦାମ୍‌ ୧୨ଲକ୍ଷ।

ଜନ୍‌ ଆବ୍ରାହମ୍‌ : ଜନ୍‌ଙ୍କ ପାଖରେ ନିଶାନ ଜେଟିଆର ପରି ଗାଡ଼ି ରହିଛି। କିନ୍ତୁ ସେ ମାରୁତି ମଡିଫାଏଡ୍‌ ଜିପ୍‌ରେ ବୁଲିବାକୁ ପସନ୍ଦ କରନ୍ତି। ଏହି ଜିପ୍‌ର ଦାମ୍‌ ୫ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?