Posted inଜାତୀୟ

ଏନ୍‌ଆଇଏ କୋର୍ଟରେ ହାଜର ପୂର୍ବରୁ ପ୍ରଜ୍ଞା ଠାକୁର ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୬।୬: ଏନ୍‌ଆଇଏ କୋର୍ଟରେ ହାଜର ହେବା ପୂର୍ବରୁ ମଧ୍ୟପ୍ରଦେଶ ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁନ୍‌ ୩ରେ ତାଙ୍କୁ ଗୁରୁବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ପ୍ରଜ୍ଞାଙ୍କ ରକ୍ତଚାପ ବଢ଼ିବା ସହିତ ଅଣ୍ଟାରେ ଯନ୍ତ୍ରଣା ତଥା ଅନ୍ତନାଳୀରେ ସଂକ୍ରମିତ ହୋଇଥିବା ଡାକ୍ତର ଅଜୟ ମେହେଟା ସୂଚନା ଦେଇଛନ୍ତି। ତାଙ୍କୁ ୨-୩ ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୯ରେ ମୁମ୍ବାଇର ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞାଙ୍କୁ ଅଭିଯୁକ୍ତ ଭାାବେ ଗିରଫ କରାଯାଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ। ୯ ବର୍ଷ ଜେଲ୍‌ରେ ରହିବା ପରେ ପ୍ରଜ୍ଞାଙ୍କୁ ୨୦୧୭ ଏପ୍ରିଲ୍‌ରେ ସର୍ତ୍ତମୂଳକ ଜାମିନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମାରେ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାର ଦ୍ରବଗାମ ଅଞ୍ଚଳରେ ମଙ୍ଗଳବାର ଦ୍ୱିପହରରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କେହି ଆହତ ହୋଇ...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ...

ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଇପାରିବ ନାହିଁ ଟିକା

ମୁମ୍ବାଇ,୨୯।୪: ମେ ୧ରୁ ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଘୋଷଣା...

ବିଚାରାଧୀନ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ଜରୁରୀ…

ମୁମ୍ବାଇ, ୨୦।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତର ଅଦାଲତଗୁଡ଼ିକରେ ବହୁ ବିଚାରାଧୀନ ମାମଲା ପଡ଼ି ରହିଛି। ମାମଲାଗୁଡ଼ିକର ପଡ଼ି ରହିଥିବା...

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ...

ତେଜସ୍ବୀଙ୍କ ନେତୃତ୍ୱରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ: ନୀତୀଶ…

ପାଟନା,୧୩।୧୨ : ବିହାରରୁ ବଡ ଖବର ଆସିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ...

ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିବା ମନା, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ଲକ୍ଷ୍ନୌ,୧୭।୭: ଏଣିକି ସରକାରୀ ଅଧିକାରୀ ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉତ୍ତରପ୍ରଦେଶ...

Advertisement
Archives

Model This Week