ଏଇ ଭାରତରେ

ଚାଷୀଙ୍କ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କିନ୍ତୁ ଚାକିରି ଛାଡ଼ି ଏମାନଙ୍କ ପାଇଁ ସମୟ ଦେଉଥିତ୍ବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ତାମିଲନାଡୁର ବେଞ୍ଜାମିନ ରାଜା ଅନ୍ୟତମ। ସେ ରୁହନ୍ତି ତିରୁନାଲଭେଲିରେ। କୃଷିରେ ଜ୍ଞାନକୌଶଳ ଉପଯୋଗ କିଭଳି ଲାଭ ପହଞ୍ଚାଏ ତା’ର ବାଟ ଦେଖାଉଛନ୍ତି। କୃଷିରେ ରସାୟନ ତତ୍ତ୍ୱ୍ବ, ପାଗ ଓ ସମୟ ଜଡିତ। ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଦ୍ୱାରା ଏହିସବୁ ତତ୍ତ୍ୱର ସଫଳ ପରିଚାଳନା କରି ସେ ଚାଷୀମାନଙ୍କ ଉପତ୍ାଦନ ଦୁଇଗୁଣ କରିପାରୁଛନ୍ତି। ୨୦୧୦ରେ ଭଲ ଦରମାର କର୍ପୋରେଟ ଚାକିରି ଛାଡ଼ିବା ପରେ ୨୦୧୨ରୁ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ୩୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସାହାଯ୍ୟ କରି ସେମାନଙ୍କ ଉପତ୍ାଦନ ଦୁଇଗୁଣ ବଢାଇବାରେ ସକ୍ଷମ ହୋଇଛନ୍ତିି। ଏଆଇ ଦ୍ୱାରା ଚାଷରେ କମ୍‌ ଜଳ ଉପଯୋଗ ହେଉଛି । କୀଟମାନଙ୍କୁ ନିୟନ୍ତ୍ରଣ କରାଯାଉଛି ଓ ଗଛ ଲାଗି କେତେ ପରିମାଣର ସାର ଦରକାର ତାହା ମଧ୍ୟ ନିର୍ଦ୍ଧାରଣ ହୋଇପାରୁଛି। ଏସବୁର ସଫଳ ପରିଚାଳନା କରାଯାଉଥିବାରୁ ସବୁ ଚାଷୀ କମ୍‌ ଖର୍ଚ୍ଚରେ ଦୁଇଗୁଣ ଉପତ୍ାଦନ କରି ଭଲ ଲାଭ ପାଉଛନ୍ତିି। ବେଞ୍ଜାମିନଙ୍କ ଜ୍ଞାନକୌଶଳ ଅଧ ଏକରରୁ ୩୦ କି.ମି ଯାଏ କଭର୍‌ କରୁଛି। ଏକ ଏକରକୁ ସେନ୍‌ସର ଓ ଟେକ୍‌ନୋଲୋଜି ବାବଦରେ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିତ୍ତ୍ବାବେଳେ ସେ ଆମ ଦେଶରେ ପ୍ରସ୍ତୁତ ଯନ୍ତ୍ର ବ୍ୟବହାର କରି ମାତ୍ର ୨.୫ ଲକ୍ଷ ଟଙ୍କାରେ ତାହା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri