Posted inଖେଳ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

କଟକ ଅଫିସ, ୨୮ା୪-ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ରାଉଣ୍ଡ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଶନିବାର ଖେଳାଯାଇଥିବା ସିଙ୍ଗଲ୍ସ ବିଭାଗର ସେମିଫାଇନାଲରେ ପ୍ରମୋଦ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ମନୋଜ ସରକାରଙ୍କୁ ୨୦-୨୨, ୨୧-୧୪, ୨୧-୧୭ ସେଟରେ ହରାଇଥିଲେ। ଫାଇନାଲରେ ଭାରତର ଖେଳାଳି ବିକ୍ରମ କୁମାରଙ୍କ ସହ ମୁକାବିଲା ହେବ। ସେହିପରି ଡବଲ୍ସ ସେମି ମୁକାବିଲାରେ ପ୍ରମୋଦ-ମନୋଜ ସରକାରଙ୍କ ଯୋଡ଼ି ତରୁଣ-ନିତେଶ କୁମାରଙ୍କ ଯୋଡ଼ିକୁ ୧୯-୨୧, ୨୧-୧୮, ୨୧-୧୫ ସେଟରେ ହରାଇଥିଲା। ଫ୍ରାନ୍ସର ଖେଳାଳିଙ୍କ ସହ ଡବଲ୍ସ ବିଭାଗର ଫାଇନାଲ ମୁକାବିଲା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୟପୁର ଆକାଶ ମେଘୁଆ: ମ୍ୟାଚ ବାତିଲ ହେଲେ ପଏଣ୍ଟ ଭାଗ କରିବେ ଆରଆର-ଆରସିବି…

ଜୟପୁର,୧୪।୫ : ଆଇପିଏଲ ୨୦୨୩ ର ୬୦ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ...

ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ସାମିଲ କରାଯାଉ: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍‌ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିପାରିଲେ...

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର...

କାକର ପଡ଼ିବାକୁ ଦେଖି ଖେଳାଳି ଚୟନ କରାଯିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ। ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏକାଦଶରେ କିଏ...

ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ

ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍‌ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ...

ମୁଖ୍ୟମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଚାନୁ

ନୂଆଦିଲ୍ଲୀ,୮।୮: ଅଲିମ୍ପିଆନ ମୀରାବାଇ ଚାନୁ ରବିବାର ୨୭ତମ ଜନ୍ମଦିନ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓ୍ବେଟଲିଫ୍ଟର ଏହି ସ୍ବତନ୍ତ୍ର ଦିନକୁ ପାଳିଛନ୍ତି ମଣିପୁର...

ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ, ୧।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍‌କୁ ପ୍ରତ୍ୟାବର୍ତ୍ତନ...

ନିକ୍‌ କିର୍ଗିଓସ୍‌ ୧୬ ସପ୍ତାହ ବାସନ୍ଦ

ପ୍ୟାରିସ, ୨୬।୯ (ଏଏଫ୍‌ପି)- ଦି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଅଷ୍ଟ୍ରେଲୀୟ ଷ୍ଟାର୍‌ ଖେଳାଳି ନିକ୍‌ କିର୍ଗିଓସ୍‌ଙ୍କୁ ୧୬ ସପ୍ତାହ ଲାଗି ବାସନ୍ଦ କରିଛି।...

Advertisement
Archives

Model This Week