Posted inଫୁରସତ

ଇଣ୍ଡୋନେସିଆର ତାଳଗଛ ଚଢା ପ୍ରତିଯୋଗିତା

ଅଗଷ୍ଟ ୧୭ ତାରିଖ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ଦିବସ। ଏହିଦିନକୁ ଇଣ୍ଡୋନେସିଆ ବାସୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ହୁଏ। ବିଭିନ୍ନପ୍ରକାର ପ୍ରତିଯୋଗିତା ବି ଆୟୋଜନ କରାଯାଏ। ସେହି ପ୍ରତିଯୋଗିତା ମଧ୍ୟରେ ତାଳଗଛ ଚଢିବା ପ୍ରତିଯୋଗିତା ବହୁତ କଷ୍ଟକର। ଏଥିରେ ଚାରିଜଣିଆ ଟିମ୍‌ ଅଂଶଗ୍ରହଣ କରନ୍ତି। ପ୍ରତିଯୋଗିତାକୁ କଠିନ କରିବା ପାଇଁ ଗଛର ଗଣ୍ଡିରେ ତେଲ ଲଗାଯାଇଥାଏ। ଏମିତି ସ୍ଥିତିରେ ବି ଯେଉଁ ଦଳ ଗଛକୁ ଖୁବ୍‌ଶୀଘ୍ର ଚଢିପାରନ୍ତି ତାଙ୍କ ଉପରେ ଆୟୋଜକମାନେ ପାଣି ଢାଳନ୍ତି। ଯେଉଁମାନେ ଏହିସବୁ ପ୍ରତିବନ୍ଧକକୁ ସାମ୍‌ନାକରି ପ୍ରଥମେ ଉପରକୁ ଚଢିପାରନ୍ତି, ସେହି ଦଳ ବିଜୟୀ ହୁଅନ୍ତି। ଗଛର ଉପରଭାଗରେ ଟଙ୍କା ସହ ବିଭିନ୍ନ ପୁରସ୍କାର ବି ଥାଏ। ତାକୁ ମଧ୍ୟ ପ୍ରତିଯୋଗୀ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri