ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ଫିଲ୍ମ ‘ବାଗି-୩’ର ଶୁଟିଂ ସେଟ୍‌ରେ ସେ ଆହତ ହୋଇଥିବା କହିଛନ୍ତି। ଅହମ୍ମଦ ଖାଁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଟାଇଗର। ନିକଟରେ ଟାଇଗର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାଗି-୩ର ଲୁକ୍‌ ଶେୟାର କରିଥିଲେ। ସ୍ଲିବଲେସ୍‌ ଜ୍ୟାକେଟ ସହ କାର୍ଗୋ ପ୍ୟାଣ୍ଟରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ ଟାଇଗର। ଟାଇଗର ଡ୍ୟାନ୍ସ ଓ ଫିଟନେସ୍‌ ପାଇଁ ଦର୍ଶକଙ୍କ ବେଶ୍‌ ପସନ୍ଦ ଏହି ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍‌ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ

ବିଗତ କିଛି ଦିନ ହେବ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ...

ଏମ୍‌ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌ରେ ଅକ୍ଷୟ

ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ...

ଓଡ଼ିଆ ଝିଅ ଅପ୍‌ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍‌ ରିଲିଜ୍‌: ଦେଖନ୍ତୁ..

ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍‌ର ଏହି ଟ୍ରେଲରକୁ ଭରପୁର ଭଲପାଇବା...

ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍‌ ଭାଇରାଲ ପରେ ଓକିଲ କହିଲେ ଏମିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ...

ଟିଆରପି ମାମଲାରେ ଅନୁପମାର ଜବାବ ନାହିଁ

ନୂଆଦିଲ୍ଲୀ,୧୦।୧୨- ଚଳିତ ବର୍ଷର ୪୮ତମ ସପ୍ତାହ ବହୁ ଟିଭି ଶୋ ପାଇଁ ଭଲ ରହିଛି। କିଛି ସିରିଏଲ ପୂର୍ବଭଳି ଟିଆରପି ଲିଷ୍ଟରେ ଜମି ରହିଥିବାlବେଳେ କିଛି...

୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ...

ମାଳଦ୍ୱୀପରେ ପହଞ୍ଚାଇବାକୁ ସୋନୁ ସୁଦ୍‌ଙ୍କୁ ଅନୁରୋଧ କଲେ ଜଣେ ବ୍ୟକ୍ତି, ଅଭିନେତାଙ୍କ ଉତ୍ତର ଶୁଣି ହସିହସି ଗଡ଼ିବେ

ମୁମ୍ବାଇ: କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଏମାନଙ୍କୁ ସାହାଯ୍ୟ...

ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍‌...

Play 250+ Trending Games
Archives

Model This Week

Why Dharitri