ଆସିମ-ହିମାଂଶୀଙ୍କ ନୂଆ ମ୍ୟୁଜିକ୍‌ ଭିଡିଓର ପୋଷ୍ଟର ରିଲିଜ୍‌

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଆସିମ ରିୟାଜ ଏବଂ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା। ଏହି ଯୋଡିଙ୍କୁ ମ୍ୟୁଜିକ ଭିଡିଓ ‘କାଲା ସୋନା ନଇଁ..’ରେ ଏକାଠି ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟୁଜିକ୍‌ ଭିଡିଓର ସଫଳତା ପରେ ପୁଣି ଥରେ ଏହି ଯୋଡି ଦର୍ଶକଙ୍କ ସମ୍ମୁଖକୁ ଆସିବାକୁ ରେଡ୍ଡି ହେଉଛନ୍ତି। ଆଉ ଏକ ମ୍ୟୁଜିକ୍‌ ଭିଡିଓ ‘ଖୟାଲ୍‌ ରଖନା’ରେ ସେମାନଙ୍କୁ ଦେଖିବାକୁ ମିଳିବ। ଆସିମ ଇନ୍‌ଷ୍ଟାଗ୍ରାମ୍‌ ସାଇଡ୍‌ରେ ଏହାର ଏକ ଫଟୋ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ଏହି ନୂଆ ଗୀତ ଜୁନ୍‌ ୧୦ରେ ରିଲିଜ୍‌ ହେବାର ରହିଛି। ପୋଷ୍ଟରରେ ଆସିମ ଏବଂ ହିମାଂଶୀଙ୍କର କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହି ଗୀତକୁ ଦର୍ଶକ ପସନ୍ଦ କରିବେ ବୋଲି ଆସିମ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ,...

ଫଟୋଗ୍ରାଫରଙ୍କୁ ହାତଯୋଡି ଏମିତି କହିଲେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ଡ୍ରଗ୍ସ କାରବାରରେ ଜେଲ ମଧ୍ୟ...

ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋବିନ୍ଦା, ପ୍ରଭୁ ଆସିଥିଲେ ସ୍ବପ୍ନରେ

ପୁରୀ ଅଫିସ,୨୧।୩: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ରବିବାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।...

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ...

ସଲମାନଙ୍କ ସାହାଯ୍ୟ ମାଗିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ ଦେଶରେ କରୋନା ମହାମାରୀ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ଯୁଦ୍ଧରେ ଲଢୁଛନ୍ତି ଦେଶବାସୀ। ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ...

ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ ।...

ଜୀବିକା ଯୋଗାଉଛି ଯାତ୍ରା

ଯାତ୍ରା ଏମିତି ଏକ ଲୋକକଳା ଯାହା କେବଳ ଖୁସି ଦିଏନି, ବହୁ ପରିବାରକୁ ଜୀବିକା ଯୋଗାଇଥାଏ। ଶହ ଶହ ଲୋକ ଏଠାରେ କାମ କରି ନିଜ...

‘ଲାଲ କପ୍ତାନ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଅପ୍‌ କମିଂ ଫିଲ୍ମ ‘ଲାଲ କପ୍ତାନ’ ଟ୍ରେଲରର ପ୍ରଥମ ଭାଗ ରିଲିଜ୍‌ ହୋଇଛି। ଏହି...

Advertisement


Archives

Model This Week

Why Dharitri