ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ

ଆମ୍ବ ପ୍ରାୟତଃ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଗରମ ଦିନରେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମ୍ବ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆମ୍ବରେ ଆଣ୍ଟି ଅକ୍ସିଡ଼େଣ୍ଟ, ପ୍ରୋଟିନ୍‌, ଭିଟାମିନ୍‌ ଏ, ବି, ସି ପ୍ରଚୁର ପରିମାଣରେ ଥାଏ। ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ। କିନ୍ତୁ ଆମ୍ବ ଖାଇବା ସହିତ କେତୋଟି ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍‌ ନ ହେଲେ ଏହା ଶରୀରକୁ ହାନି ପହଁଞ୍ଚାଇଥାଏ। ଆମ୍ବ ଖାଇବା ପରେ କେତୋଟି ଜିନିଷକୁ ବାରଣ କରାଯାଇଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ।
କଲରା: ଆମ୍ବ ଖାଇବାର ୩ରୁ ୪ ଘଣ୍ଟା ମଧ୍ୟରେ କଲରା ଖାଆନ୍ତୁ ନାହିଁ। ଆମ୍ବ ମିଠା ଓ କଲରା ପିତା ହୋଇଥିବାରୁ ଦୁଇଟି ଜିନିଷର ମିଶ୍ରଣରୁ ରିଆକ୍ସନ ହୋଇପାରେ। ଆମ୍ବ ଖାଇବା ପରେ କଲରା ଖାଇବା ଦ୍ୱାରା ଏକ ପ୍ରକାର ବିଷାକ୍ତ ପଦାର୍ଥ ଶରୀରରେ ବ୍ୟାପିଯାଏ। ଏହି ବିଷାକ୍ତ ପଦାର୍ଥ ଯୋଗୁ ବାନ୍ତି ହୋଇଥାଏ।
କଞ୍ଚା ଲଙ୍କା : ଯଦି ଆପଣ ଆମ୍ବ ଖାଇବାର ଅଳ୍ପ ସମୟ ମଧ୍ୟରେ ଲଙ୍କା ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ହାନିକାରକ ହେବ। ଏହା ଦ୍ୱାରା ପେଟର ଜ୍ୱଳନ ଓ ଆହାର ଅନେକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି।
ଦହି : ଆମ୍ବ ଖାଇବାର ୨ରୁ ୩ ଘଣ୍ଟା ମଧ୍ୟରେ ଦହି କିମ୍ବା ଦହିରେ ତିଆରି କୌଣସି ଜିନିଷ ଖାଆନ୍ତୁ ନାହିଁ। ଏହା ଦ୍ୱାରା ରିଆକ୍ସନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱଚାରେ ଆସିବ ଚମକ

ତ୍ୱଚାରେ କିପରି ଗ୍ଳୋ ଆସିବ ଏବଂ ତାହା ଆକର୍ଷଣୀୟ ଦେଖାଯିବ ସେ ସମ୍ପର୍କରେ ଟିପ୍ସ… ବୟସ ବଢ଼ିବା ସାଙ୍ଗକୁ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେବା...

ପର୍ସରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌ ଦେଖା ଦେଇପାରେ ଆର୍ଥିକ ସଙ୍କଟ

ଅଧିକାଂଶ ଲୋକ ପକେଟରେ ପର୍ସ ରଖିଥାନ୍ତି। ପର୍ସକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ସେଥିରେ ଟଙ୍କା ସାଙ୍ଗକୁ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ। ତେବେ ବାସ୍ତୁଶାସ୍ତ...

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

ତୁଳସୀ ମାହାତ୍ମ୍ୟ

ତୁଳସୀ ଚଉରା ପ୍ରତ୍ୟେକଙ୍କ ଘର ଅଗଣାରେ ରହିଥାଏ। କାରଣ ଏହା ଘରର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି...

ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି।...

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା...

ଚାଣକ୍ୟଙ୍କ ଏହି ନୀତି ଆପଣାଇଲେ ବଦଳିଯିବ ଭାଗ୍ୟ

ଜୀବନରେ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଚାଣକ୍ୟଙ୍କ ସେହି ନୀତି...

ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ...

Advertisement
Archives

Model This Week