Posted inଖେଳ

ଆମେରିକା, ଓମାନକୁ ଦିନିକିଆ ମାନ୍ୟତା

ଓ୍ବିଣ୍ଡ୍‌ହୋକ, ୨୫।୪(ଏଏଫ୍‌ପି)- ଆମେରିକା ଓ ଓମାନକୁ ବୁଧବାର ପ୍ରଥମଥର ଲାଗି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ଟିମ୍‌ର ମାନ୍ୟତା ମିଳିଛି। ନାମ୍ବିଆରେ ଚାଲିଥିବା ବିଶ୍ୱ କ୍ରିକେଟ୍‌ ଲିଗ୍‌ ଡିଭିଜନ-୨ରେ ବୁଧବାର ଆମେରିକା ୮୪ ରନରେ ହଂକଂକୁ ପରାସ୍ତ କରିଥିଲା। ଫଳରେ ଲଗାତର ୩ଟି ବିଜୟ ହାସଲ କରି ଆମେରିକା ଏହି ସଫଳତା ପାଇଛି। ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ଆମେରିକା ୩୬ ଦିନିକିଆ ମ୍ୟାଚ୍‌ ଖେଳିବ। ଆମେରିକା ଏଥିପୂର୍ବରୁ ୨୦୦୪ ଚାମ୍ପିୟନ୍ସ ଟ୍ରଫିରେ ଦିନିକିଆ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଥିଲା। ସେହିଭଳି ଓମାନ ମଧ୍ୟ ଏହି ପ୍ରତିଯୋଗିତାରେ ଖେଳିଥିବା ୩ଟି ଯାକ ମ୍ୟାଚ୍‌ରେ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟେନିସ୍‌ ଖେଳାଳିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇଥିଲେ ଏହି ଭାରତୀୟ କ୍ରିକେଟର୍‌

୮୦ ଦଶକରେ ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ବହୁତ ଯୁବ ପ୍ରଶଂସକମାନେ ଥିଲେ। ସେତେବେଳେ ରବି ଶାସ୍ତ୍ରୀ ଜଣେ ହିରୋଠାରୁ କମ ନଥିଲେ।...

ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ...

ଓ୍ବାର୍ମ- ଅପ୍‌: ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୯।୫(ଏଏଫ୍‌ପି)- ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ବିଶ୍ୱକପ୍‌ର ଅନ୍ୟ ଏକ ହାଇସ୍କୋରିଂ ଅଭ୍ୟାସ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୯୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଟସ୍‌...

ସୀମା ପୁନିଆଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା, ୩୦ା୬ (ପି.ଟି.)- ଭେଟେରାନ ଡିସ୍‌କସ୍‌ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ...

ଚିନ୍ତିତ ହେବାର ଆବଶ୍ୟକତା ନାହିଁ

ଦୁବାଇ,୨୨।୯: ସନରାଇଜର୍ସ ହାଇଦ୍ରାବଦ୍‌ (ଏସ୍‌ଆର୍‌ଏଚ୍‌) ଦଳର ପେସର ଟି ନଟରାଜନ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ଯୋଗୁ ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ...

ମୁହଁ ମାଡ଼ି ପଡ଼ିଲା ଟିମ୍‌ ଇଣ୍ଡିଆ

ଲିଡ୍ସ,୨୮।୮: ଲଡର୍‌ସ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ଓ ୭୬ ରନ୍‌ରେ ହରାଇ ଦେଇଛି...

ଆଇପିଏଲ୍‌ରେ ଏହି ବିରଳ ସଫଳତା ପାଇବାରେ ରାବାଡା ପ୍ରଥମ ବୋଲର

ଦୁବାଇ, ୩୦।୯: ଆଇପିଏଲ୍‌-୧୩ତମ ସିଜନର ଏକାଦଶ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୫ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପରାସ୍ତ...

ଓଡ଼ିଶା ତାରକା କିଶୋରଙ୍କୁ ମିଳିଲା ଭିଜା

ନୂଆଦିଲ୍ଲୀ, ୧୮।୮: ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ...

Advertisement
Archives

Model This Week