ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା ମହାନଗର ନିଗମ ତରଫୁ ବିଲ ଟଁକା ନାଇଁ ଦିଆଯାଉଥିବାର ଅଭିଯୋଗ ହେଉଛେ। କେତେ ଲୋକ୍‌ ଭାରତିଆ ତ ଆରକେତେ ଘର ଛାତ୍‌ ଲେବୁଲ ତକ୍‌ ତିଆର କରିଛନ୍‌। ହେଲେ ଆଏଜ୍‌ତକ୍‌ ଟଁକାଟେ ବି ବିଲ୍‌ ବାବ୍‌ଦେ ନାଇଁ ପାଇଥିବାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ସରକାରୀ ନିୟମ ହିସାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ଟା କିସ୍‌ତିରେ ମୋଟ ୨ ଲାଖ୍‌ ଟଁକା ଦିଆଯାଏସି। ନେହି କୁଡ଼ି ପାଟବାର ଲାଗି ୪୦ ହଜାର ଟଁକା, ଭିତିମୂଲ କାମ୍‌ ସଏଲା ଉତାରୁ ୬୦ ହଜାର ଟଁକା, ଇଟା କାମ୍‌ ଛାତ ତକ୍‌ ଗଲା ଉତାରୁ ୬୦ ହଜାର ଟଁକା। ଶେଷେ ପାଇଖାନା ତିଆରି, କଁାଥି ଛପେଇ, ପିଇବା ପାଏନ୍‌, ବିଦ୍ୟୁତ୍‌କରନ ଲାଗି ୪୦ ହଜାର ଟଁକା ମିଲ୍‌ସି। ହେଲେ ଇଠାନେ ସବୁ ସରକାରୀ ନିୟମକେ ବେଖାତିର କରାଯାଉଥିବାର ଦେଖ୍‌ବାକେ ମିଲୁଛେ। ବିଭାଗୀୟ ଅଧ୍‌କାରୀମାନେ ଘର କାମ୍‌ ତଦାରାଖ୍‌ କରିଛନ୍‌। ଏନ୍‌ତା କି ଜିଓ ଟେଗିଂ ଆର ଉନିଆ କାମ୍‌ମାନେ ସରିଛେ, ହେଲେ ଟଁକା ନାଇଁ ମିଲବାର। ବିଲ ବାବ୍‌ଦେ ଅଧ୍‌କାରୀମାନକୁ କହେଲେ ନିରବାଚନ ଲାଗି ବିଲମ୍‌ ହେଉଛେ ବଲି କହୁଥିବାର ମହାନଗର ନିଗମ ୪୦ ନମ୍ବର ଓ୍ବାର୍ଡ ଚାନ୍ଦମୁଣ୍ଡା ଗଁାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ଇଆଡ଼େ ହିତାଧିକାରୀମାନେ ଘର କାମ୍‌ ଲାଗି ସିମେଟ, ଇଟା, ବାଲି, ଛଡ଼ ଆନିଥିବାର ଦୁକାନିମାନେ ଟଁକାର ଲାଗି ହିତାଧିକାରୀମାନକୁ ହଟହଟା କରୁଛନ୍‌। ଯେନ୍‌ଥିରଲାଗି ପାଖାପାଖି ୨୦ରୁ ୨୫ ଦିନ୍‌ ହେଲା ଘର ତିଆରି କାମ୍‌ ବଁଦ୍‌ ରହିଛେ ବଲି ହିତାଧିକାରୀମାନେ କହିଛନ୍‌। ସେନ୍‌ତା ଠିକ୍‌ ସମିଆରେ ବିଲ ମିଲ୍‌ଲେ କାମ୍‌ ପୂରାକରି ହିତାଧିକାରୀମାନେ ପୋରଛାହନ୍‌ ଟଁକା ପାଇପାରତେ ବଲି କେତେ ହିତାଧିକାରୀ କହିଛନ୍‌। ଇ ବାବ୍‌ଦେ ମହାନଗର ନିଗମ ଡେପୁଟି କମିଶନର ଶୁଭଙ୍କର ମହାନ୍ତିକୁଁ ପଚରାଲାରୁ ନିରବାଚନ କାମ ଲାଗି ସବୁ କରମଚାରୀ ଆର ଅଧ୍‌କାରୀ ବାଇ ଥିଲେ। ଆଏଜ୍‌ ଅନେକ ହିତାଧିକାରୀକୁଁ ଟଁକା ଦିଆଯାଇଛେ। ବହୁତ ଜଲଦି କାମ ତଦାରଖ କରି ସବୁ ହିତାଧିକାରୀକଁର ବିଲ ଟଁକା ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର: ୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରୀଛାତ୍ର

ସମ୍ବଲପୁର,୧୮ା୨(ପ୍ରମୋଦ ବହିଦାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ...

ଡାକ୍ତର ମଗାଇଥିଲେ ଲାପ୍‌ଟପ୍‌, ଆସିଲା ମାର୍ବଲ

ସମ୍ବଲପୁର,୧୫ା୨(ପ୍ରମୋଦ ବହିଦାର):ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରି ସମ୍ବଲପୁରର ଦନ୍ତରୋଗ ବିଶେଷଜ୍ଞ ଡା. ଚୌବର୍ଗ ନାଏକ ଠକେଇର ଶିକାର ହୋଇଛନ୍ତି। ଟାଉନଥାନାରେ ଅଭିଯୋଗ କରିବା ପରେ...

VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା

ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର...

ଯୁବତୀଙ୍କୁ ବଳାତ୍କାର, ଧର୍ମ ପରିବର୍ତ୍ତନ ଚାପ: ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର,୧୨ା୨(ପ୍ରମୋଦ ବହିଦାର):ସମ୍ବଲପୁରରେ ଜଣେ ଯୁବତୀଙ୍କୁ ବାରମ୍ବାର ବଳାତ୍କାର କରାଯିବା ସହ ଧର୍ମ ପରିବର୍ତ୍ତନର ଚାପ ପକାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମଙ୍ଗଳବାର ସନ୍ଧ୍ୟାରେ ଧନୁପାଲି ଥାନାରେ...

ଟ୍ରେନ୍‌ ଟଏଲେଟ୍‌ରେ  ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ…

ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ଟ୍ରେନ୍‌ର ଟଏଲେଟ୍‌ରୁ ଏକ  ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ...

ଭିସୁଟ୍‌ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ

ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ...

ବାହାଘର ସାରି ଫେରୁଥିଲେ: କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ବରକନ୍ୟା ଗୁରୁତର

ଜମନକିରା, ୭।୨(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ପିଇଟି କଲେଜ ପାଖରେ ଶୁକ୍ରବାର...

ଟ୍ରକ ମଡ଼ାଇ ୨ ଭାଜପା ନେତାଙ୍କୁ କରାଯାଇଥିଲା ହତ୍ୟା: ଅଭିଯୁକ୍ତଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri