ଆନନ୍ଦ ଏଲ୍‌ ରାୟଙ୍କ ସହ କାମ କରୁ ନାହାନ୍ତି ସଲମାନ

ମୁମ୍ବାଇ: କିଛିଦିନ ହେବ ଶୁଣିବାକୁ ମିଳିଥିଲା କି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ସହ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏକ ଆକ୍ସନ୍‌ ଫିଲ୍ମରେ ସଲମାନ ଡବଲ ରୋଲ୍‌ କରିବେ ବୋଲି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ କୁଆଡେ ତାଙ୍କ ସହ କଥା ହୋଇ ସାରିଛନ୍ତି ବୋଲି କୁହାଯାଉଥିଲା। ଇତିମଧ୍ୟରେ ରାୟ ତାଙ୍କ ଅପ୍‌କମିଂ ଫିଲ୍ମକୁ ନେଇ କଥା ହୋଇଛନ୍ତି। ସେ ତାଙ୍କ ଅଗାମୀ ଫିଲ୍ମରେ ଅକ୍ଷୟ କୁମାର, ଧନୁଷ ଓ ସାରା ଅଲ୍ଲି ଖାଁଙ୍କୁ କାଷ୍ଟ କରୁଛନ୍ତି ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସଲମାନ ନିର୍ଦ୍ଦେଶକ ରାୟଙ୍କ ସହ ନିକଟରେ କୌଣସି କାମ କରୁ ନାହାଁନ୍ତି। ଉକ୍ତ ଖବର ସମ୍ପୂର୍ଣ୍ଣ ଗୁଜବ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ଏହି ଅଭିନେତ୍ରୀ ନିଅନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ବି ଟାଉନରେ ନିଜ କାମ ହେଉ ବା ଲଭ୍‌ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ, ବିଜ୍ଞାପନ,...

ବିବାହ ବିଚ୍ଛେଦର ୧୬ ବର୍ଷ ପରେ ଦୁଃଖ ପ୍ରକାଶ କଲେ ଶୈଫ

ମୁମ୍ବାଇ: ଛୋଟେ ନବାବ ଶୈଫ ଅଲି ଖାଁ ତାଙ୍କ ଅପ୍‌ କମିଂ ଫିଲ୍ମ ‘ତାନାଜୀ-ଅ ଅନସଙ୍ଗ ଓ୍ବାରିୟର’ର ପମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ନିକଟରେ ସେ...

ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ...

ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା

ସୁଶାନ୍ତ ସିଂ ରାଜପୁତ୍‌ ବଲିଉଡ୍‌ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ...

ଏହି ମହିଳାଙ୍କୁ ପ୍ରଥମଥର ଦେଖି କାନ୍ଦିଥିଲେ ଶିଳ୍ପା ସେଟ୍ଟୀ

ବଲିଉଡର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ବଲିଉଡ୍‌ରେ ‘ମାଷ୍ଟରଜୀ’ ଭାବେ ପରିଚିତ ସରୋଜଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ଶେଷ...

ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ...

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’,...

Play 250+ Trending Games
Archives

Model This Week

Why Dharitri