ଆଗାମୀ ଇଦ୍‌ରେ ଆସିବ ସଲମାନ୍‌ଙ୍କ ‘ରାଧେ’

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’ ଆଗାମୀ ଡିସେମ୍ବରରେ ରିଲିଜ୍‌ ହେବ। ତେବେ ଇତିମଧ୍ୟରେ ତାଙ୍କ ଅଭିନୀତ ଆଉ ଏକ ସିନେମା ‘ରାଧେ’ର ମୋଶନ ପୋଷ୍ଟର ମଧ୍ୟ ସମ୍ମୁଖକୁ ଆସିଛି। ନିଜେ ସଲମାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ୧ ମିନିଟର ଏକ ମୋଶନ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରର ପ୍ରଥମ ଅଧା ମିନିଟରେ ସଲମାନ୍‌ଙ୍କୁ ‘ଦବଙ୍ଗ-୩’ ପୋଲିସ ଅଫିସର ଚୁଲବୁଲ ପାଣ୍ଡେ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଦ୍ୱିତୀୟ ଅଧା ମିନିଟରେ ‘ରାଧେ’ର ଝଲକ୍‌ ଦେଖିବାକୁ ମିଳୁଛି। ଏହାକୁ ସଲମାନ୍‌ ସେୟାର କରିବା ସହ ଲେଖିଛନ୍ତି, ଆପଣମାନେ ପଚାରୁଥିଲେ ‘ଦବଙ୍ଗ-୩’ ପରେ କ’ଣ ଆସିବ? ଉତ୍ତରରେ ‘ରାଧେ’ ଆସିବ ବୋଲି ସଲମାନ୍‌ ଲେଖି ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି।
ତେବେ ‘ରାଧା’ କୋରିଆ ସିନେମା ‘ଦି ଆଉଟଲଜ୍‌’ର ହିନ୍ଦୀ ରିମେକ୍‌ ହେବ। ଏହାର ନିର୍ଦ୍ଦେଶନା ପ୍ରଭୁ ଦେବା ଦେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫ୍‌ଙ୍କ ଦ୍ୱିତୀୟ ବିବାହ ଦିନ ଝିଅ ସାରାଙ୍କୁ ଅମୃତା କ’ଣ ଗିଫ୍ଟ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପିତା ସୈଫ୍‌ଙ୍କ ବିବାହ ଦିନ ମାଆ ଅମୃତା ତାଙ୍କୁ ଗିଫ୍ଟ କରିଥିଲେ ସବୁଠୁ ସୁନ୍ଦର ଲେହେଙ୍ଗା। ଏକଥା ସାରା ନିଜେ...

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ...

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। ଯେତେବେଳେ ଏକ ସାକ୍ଷାତକାରରେ...

କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ

ରବିବାର ରାତିରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍‌ରେ ଯାଇଥିଲେ...

କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି

ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ...

କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ଭଲପାଇବା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ  ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍‌...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ...

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା...

BGU
Play 250+ Trending Games
Archives

Model This Week

Why Dharitri