ଆଉ କମେଡି କରିବେନି କପିଲ!

ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି କପିଲ ହୁଏତ ଆଉ କମେଡି କରିବେ ନାହିଁ। ଦିନେ କମେଡିରେ ସମସ୍ତଙ୍କୁ ବାନ୍ଧି ରଖିଥିବା ଏହି କଳାକାର ଉକ୍ତ ଭିଡିଓରେ ଏକ ଷ୍ଟେଜ ଶୋ’ରେ ନଜର ଆସିଛନ୍ତି। ଯାହା ଏକ ରିୟଲିଟି ସିଙ୍ଗିଙ୍ଗ ଶୋ’ଭଳି ଲାଗୁଛି। ଏଥିରେ କପିଲ ଗୀତ ଗାଉଥିବା ଦେଖାଯାଇଛି। ତେଣୁ ଏହାକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଏକାକୁ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହି ଭିଡିଓ ଶେୟାର କରିବା ସହ କପିଲ ଲେଖିଛନ୍ତି କିଛି ନୂଆ ଖବର ଶୀଘ୍ର ଆସିବ। ଆଉ ଏହି କ୍ୟାପଶନକୁ ଦେଖିବା ପରେ ଆଲୋଚନା ହେଉଛି କି କପିଲ ହୁଏତ ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଛନ୍ତି। ଅବଶ୍ୟ ଭିଡିଓରୁ ଅନୁମାନ କରାଯାଉଛି ଏହା ଏକ ସିଙ୍ଗିଙ୍ଗ ଶୋ’। ହେଲେ ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର...

ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି ।...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

ପୁଅକୁ ନେଇ ଗର୍ବ କଲେ ଅଭିନେତା

ମୁମ୍ବାଇ: ନିଜ ଉଦ୍ୟମ ବଳରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆର୍‌ ମାଧବନ୍‌ଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ। କାରଣ ହେଉଛି ତାଙ୍କ ପୁଅ ।...

‘ଦ ଫେମ ଗେମ’ରେ ମାଧୁରୀ

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ନେଟଫ୍ଲିକ୍ସର ୱେବ ସିରିଜ ‘ଦ ଫେମ ଗେମ’ରେ...

ଫିଲ୍ମ ନିର୍ଦ୍ଦେଶକ ଟି ରାମା ରାଓଙ୍କ ପରଲୋକ…

ଚେନ୍ନାଇ, ୨୦।୪ : ଅମିତାଭ ବଚ୍ଚନଙ୍କ ସୁପର ହିଟ ଫିଲ୍ମ ନ୍‌ ‘ଅନ୍ଧା କାନୁନ’ ଏବଂ ହିନ୍ଦୀ ସିନେମାର ପ୍ରସିଦ୍ଧ ବାୟୋପିକ ‘ନାଚେ ମାୟୁରୀ’ ନିର୍ମାଣ...

‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’

ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ...

ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ...

Advertisement
Archives

Model This Week