ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ସମସ୍ତ ଅତିଥିଙ୍କୁ ଅମିତାଭ, ଜୟା, ଅଭିଷେକ, ଐଶ୍ୱର୍ଯ୍ୟା ପାଛୋଟି ନେଇଥିଲେ।

ଏହି ପାର୍ଟିରେ ଶାହାରୁଖ ଖାନ୍‌, ଗୌରୀ ଖାନ୍‌, ବିରାଟ୍‌ କୋହଲି, ଅନୁଷ୍କା ଶର୍ମା, ସୋହା ଅଲ୍ଲୀ ଖାନ୍‌,ଭିକି କୌଶଲ, କ୍ୟାଟ୍ରିନା କୈଫ୍‌, ବିପାଶା ବସୁ, ତାରା ସୂତରିୟା, ଜାହ୍ନବୀ କପୁର, ମଲାଇକା ଆରୋରା, ସଞ୍ଜୟ କପୁର, ଜହିର ଖାନ୍‌, ଭୂମି ପେଡ୍‌ନେକର।

ସେହିପରି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ତାପସୀ ପନ୍ନୁ ମଧ୍ୟ ଏହି ପାର୍ଟିରେ ଖୁବ୍‌ ଖୁସି ମନାଇଥିେ


Enter your email to get our daily news in your inbox.

All Right Reserved By Dharitri.Com

ସିନେମାରେ ବର୍ଣ୍ଣବୈଷମ୍ୟ

କୋଲକାତା/ମୁମ୍ବାଇ,୫।୭: ୨୦୨୧ ଜାନୁୟାରୀ ୪ରୁ ଚାଲିଥିବା ବଙ୍ଗଳା ୱେବ୍‌ ସିରିଜ୍‌ ‘ଦେଶେର ମାଟି’ର ୧୫୫ ଏପିସୋଡ୍‌ ଦେଖାଯାଇ ସାରିଲାଣି। ଏହି ଶୋ’ରେ ନୋଆ ବୋଷ ମୁଖାଜର୍ର୍ୀ...

ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି।...

‘ବିଗ୍‌ ବସ୍‌’ରେ କୋଏନାଙ୍କ ଖୁଲାସା: ଗାଧୁଆଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର ‘ରୋଡ୍‌’, ‘ହେ ବେବି’, ‘ଆପନା ସପନା ମନି ମନି’, ‘ମୁସାଫିର’ ଏବଂ ‘ଇନ୍‌ସାନ’ ଭଳି ବଲିଉଡ୍‌ ଫିଲ୍ମ କରିବା ପରେ ହଠାତ୍‌ ଗାଏବ...

ଜନ୍ମଦିନରେ ଜାହ୍ନବୀ ଶେୟାର କଲେ ଏନଟିଆର ୩୦ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋମବାର ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗାମୀ ମୁଭି ‘ଏନଟିଆର ୩୦’ର ଫାଷ୍ଟ ଲୁକ୍ ଶେୟାର କରିଛନ୍ତି...

ବବିଙ୍କ ସହ ବୋଲ୍ଡ ସିନ୍‌କୁ ନେଇ ଖୁଲାସା କଲେ ଇଶା

ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ୱେବ ସିରିଜ ‘ଆଶ୍ରମ’ଓଟିଟି ପ୍ଲାଟଫର୍ମରେ ଧମାଲ କରିଥିଲା । ‘ଆଶ୍ରମ’ର ସିଜନ-୨ ପରେ ଏବେ ଆଶ୍ରମ ସିଜନ -୩ ଆସି...

କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍‌ କହିଲେ…

ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର...

ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ। ଆଜିର...

୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’,...

Advertisement
Archives

Model This Week