ଅଭିନୟରେ ଫେଲ ହେବା ପରେ ନିର୍ଦ୍ଦେଶନାରେ ପାଦ ରଖିଲେ ଫୈଜଲ

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ଙ୍କ ଭାଇ ଫୈଜଲ ଖାନ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଏଥର ଅଭିନେତା ନୁହେଁ ବରଂ ନିର୍ଦ୍ଦେଶକଭାବେ ସେ ବଲିଉଡ୍‌କୁ ଫେରୁଛନ୍ତି। ଆକ୍ସନ ଥ୍ରୀଲର ଫିଲ୍ମ ‘ଫ୍ୟାକ୍ଟ୍ରି’ର ନିର୍ଦ୍ଦେଶନା ଦେବେ। ଏହାର ଏକ ଗୀତ ‘ଇଶ୍କ ତେରା…’ ଗାଇବେ ବୋଲି ମଧ୍ୟ ଜଣାପଡ଼ିଛି।
ଫୈଜଲ ୧୯୯୪ରେ ଫିଲ୍ମ ‘ମଦହୋଶ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ସିନେମାରେ କାମ କରିଥିଲେ ମଧ୍ୟ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ଭାଇ ଆମିରଙ୍କ ସହ ତାଙ୍କୁ ଫିଲ୍ମ ‘ମେଲା’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଫୈଜଲ ପ୍ରଥମରୁ ହିଁ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଚାହୁଁଥିଲେ। ମାତ୍ର ସମୟ ଅଭାବରୁ ସେ କରିପାରୁ ନ ଥିଲେ। ଏ ବିଷୟରେ ମା’ ଜୀନତ ଏବଂ ଭାଇ ଆମିରଙ୍କୁ କିଛି ଜଣା ନାହିଁ। ଫିଲ୍ମର ଏକ ସିଡ୍ୟୁଲ ପୁରା ହେବା ପରେ ସେ ମା’ଓ ଭାଇଙ୍କୁ ଜଣାଇବେ ବୋଲି ଫୈଜଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଆ ଜଣେ ବିଷକନ୍ୟା: ସ୍ବାମୀ

ନୂଆଦିଲ୍ଲୀ, ୩୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏପରିସ୍ଥଳେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ...

ଦୁଃଖୀ ଅଛନ୍ତି ଅମିର

ବଲିଉଡ ଅଭିନେତା ଅମିର ଖାଁ ପ୍ରାୟ ଚାରି ବର୍ଷ ପରେ ‘ଲାଲ ସିଂ ଚଢା’ ସହିତ ବଡ ପରଦାକୁ ଫେରୁଛନ୍ତି। ଅଦୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ...

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ...

ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ...

ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଦ୍ଧାର୍ଥ-କିଆରା !

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି କିଆରା ଆଡଭାଣୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ...

ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍‌ ଡେଟ୍‌ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଅନେକ କଳାକାର ଲିଙ୍କଅପ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍‌ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ...

କ୍ରୀତି ସାନନ୍‌ଙ୍କ ଏମିତି ଲୁକ୍‌ ଦେଖି ବିଗ୍‌-ବି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଗ୍ଲାମରିୟସ ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।...

Advertisement
Archives

Model This Week