ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ

ମୁମ୍ବାଇ, ୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ। ବିହାର ପାଟନାରୁ ଶୁଶାନ୍ତଙ୍କ ବାପା ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ତେବେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କର କରୋନା ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ପୋଷ୍ଟମର୍ଟମ ପୂର୍ବରୁ କରୋନା ଯାଞ୍ଚ ପାଇଁ ନମୂନା ସଂଗ୍ରହ ମଧ୍ୟ କରାଯାଇସାରିଛି। ସୂଚନାଯୋଗ୍ୟ, ଦେଶରେ ଦିନକୁ ଦିନ ଲଗାତର ଭାବେ ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦି ତାଙ୍କର ରିପୋର୍ଟ ପଜିଟିଭ୍‌ ଆସେ ତେବେ ଅନ୍ତିମ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପୃଥକ୍‌ ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ...

ଦିନ ଦ୍ୱିପ୍ରହରରେ ଶିବସେନା ନେତାଙ୍କୁ ଗୁଳି: ମନ୍ଦିର ବାହାରେ ଦେଇଥିଲେ ଧାରଣା

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବସେନାର ଜଣେ ନେତାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରାଯାଇଛି। ଏହି ଘଟଣା...

ମେଲାନିଆଙ୍କ କାର୍ଯ୍ୟକ୍ରମରୁ କେଜରିଓ୍ବାଲଙ୍କ ନାଁ ହଟାଇବାକୁ ନେଇ ଥରୁର କହିଲେ ଘୃଣ୍ୟ ରାଜନୀତି

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ହାପିସେନ୍‌ କ୍ଲାସ କାର୍ଯ୍ୟକ୍ରମରେ ଯୋଗଦେବ।...

ମଠରୁ ମିଳିଲା ସନ୍ଥଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍‌ ନୋଟ୍‌ ପରେ ପୋଲିସର ତଦନ୍ତ ଆରମ୍ଭ

ବେଲଗାଭି, ୬ା୯: କର୍ନାଟକର ବେଲଗାଭି ଜିଲାରେ ଥିବା ଶ୍ରୀଗୁରୁ ମାଦିଓ୍ବାଲୋଶ୍ୱର ମଠରୁ ଲିଙ୍ଗାୟତ ସନ୍ଥ ବାସବ ସିଦ୍ଦାଲିଙ୍ଗ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।...

ସୁପ୍ରିମକୋର୍ଟରେ ୬ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଦେଇ ରାମମନ୍ଦିର ନିର୍ମାଣ ପଥ ପରିଷ୍କାର...

ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି...

ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସବୁଦିନ ପାଇଁ ମନେ ରହିବେ କଲାମ: ମୋଦି

ନୂଆଦିଲ୍ଲୀ,୧୫ ।୧୦: ମିଶାଇଲ ମ୍ୟାନ, ଭାରତ ରତ୍ନ ତଥା ଭାରତର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ୯୦ତମ ଜନ୍ମଦିନରେ ଦେଶ ତାଙ୍କୁ ମନେ...

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ...

Advertisement
Archives

Model This Week