ଅଧିକ ଦିନ ହେଲା କାଶ ଲାଗିରହିଛି କି, ସତର୍କ ହୋଇଯାନ୍ତୁ

ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା ଘାତକ ହୋଇପାରେ। କାରଣ କାଶ ଯୋଗୁ ଫୁସ୍‌ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ। ସ୍ବାସ୍ଥ୍ୟ ରକ୍ଷା ପାଇଁ କାଶ ପ୍ରଥମେ ସଂକେତ ଦେଇଥାଏ। କିଛି ବିଶେଷଜ୍ଞଙ୍କ ଅନୁସାରେ, କାଶ ଆସିବାର ଅର୍ଥ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଦୀର୍ଘ ଦିନ ପର୍ଯ୍ୟନ୍ତ କାଶ ହେଉଥିଲେ, ଏହା କୌଣସି ବଡ଼ ରୋଗର ସଂକେତ ହୋଇପାରେ। ସାଧାରଣ ଭାବେ ଦେଖିବାକୁ ଗଲେ ଦମା, ଗଳାରେ ସଂକ୍ରମଣ, ଟନ୍‌ସିଲ୍‌, ବ୍ରୋଙ୍କାଇଟ୍ସ, ଫୁସ୍‌ଫୁସ୍‌ ସଂକ୍ରମଣ, ନିମୋନିଆ ଏବଂ ହୃଦ୍‌ରୋଗ ଆଦି କାରଣରୁ କାଶ ହୋଇଥାଏ। ତେଣୁ କାଶକୁ ନେଇ ସତର୍କ ରହିବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରୁ ଘରକୁ ସୁରକ୍ଷା ଦେବ ଚୁମ୍ବକ

ଅନ୍ୟତମ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ପରିଗଣିତ ଭୂକମ୍ପ ଦ୍ୱାରା ଆମର ଅଶେଷ କ୍ଷତି ହୋଇଥାଏ । ତେବେ ଏହି ସମୟରେ ଘରକୁ ସୁରକ୍ଷା ଦେବାର...

କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି।...

ରସାବଳି

ଆବଶ୍ୟକ ସାମଗ୍ରୀ- ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧...

ଅଳ୍ପ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ

ଘର ସଜାଇବା ଲାଗି କେବଳ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ଆବଶ୍ୟକ ତା’ ନୁହେଁ, ଆପଣ ଚାହିଁଲେ କମ୍‌ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ।...

ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ...

ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ ଟ୍ୟୁମର

ରୋଗ ଯେତେ ବଡ଼ ହେଉନା କାହିଁକି, ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ବେଶ୍‌ ଅଧିକ ରହିଥାଏ। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ...

Advertisement


Archives

Model This Week

Why Dharitri