ଅଦିନିଆ ବର୍ଷା, କୁଆପଥର ମାଡ ଫସଲ ଉଜାଡିଲା

ସୁନ୍ଦରଗଡ, ୨୭ା୪ (ଡି.ଏନ୍‌.ଏ.)
ଲକ୍‌ଡାଉନ ଯୋଗୁଁ ଚାଷୀଙ୍କ ପନିପରିବା ବିକ୍ରୀ ହୋଇ ନ ପାରି ନଷ୍ଟ ହେଉଛି। ଏହିସ୍ଥିତିରେ ଗତ ଦୁଇଦିନ ହେଲା ସୁନ୍ଦରଗଡ ଜିଲାରେ ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଚାଷୀଙ୍କୁ ହତାଶା ମଧ୍ୟକୁ ଟାଣି ନେଇଛି। ବାଲିଶଙ୍କରା ଓ ସବଡେଗା ବ୍ଲକ ଅଞ୍ଚଳରେ ଝଡବର୍ଷା ଯୋଗୁ ରବିଫସଲ ନଷ୍ଟ ହୋଇଛି। ତଳସରା ମଧ୍ୟମ ଜଳସେଚିତ ଅଞ୍ଚଳରେ ଚାଷୀ କରିଥିବା ରବିଧାନ କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଧାନକେଣ୍ଡାଗୁଡିକ ଝଡିଯାଇ କ୍ଷେତରେ ପଡିଛି। ଫସଲହାନୀ ନିଶ୍ଚିତ ହୋଇଥିବା ବେଳେ ଏବେ ଫସଲ ଉଠିଆ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସୋମବାର ଜିଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବାଲିଶଙ୍କରା ତହସିଲ କାଯର୍‌ୟାଳୟକୁ ଯାଇ ତହସିଲଦାର ରୀନା ନାଏକଙ୍କ ସହ ଆଲୋଚନା କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବାକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାପରେ ତହସିଲଦାର ନାଏକ ଓ ରାଜସ୍ବ ଅଧିକାରୀମାନେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଯବାନ ସହିଦ, ଦୁଇ ଗୁରୁତର

ରାଉରକେଲା,୪।୩(ଡି.ଏନ୍‌.ଏ.): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେଶନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ...

ରାଉରକେଲାର ୩ ନୂଆ ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ...

ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮.୩୮ଲକ୍ଷ ଲୁଟ୍‌

ରାଉରକେଲା ଅଫିସ୍‌,୧୫।୩: ରାଉରକେଲା ସହରର ସେକ୍ଟର-୧୯ ଥାନା ନିକଟରୁ ଦିନଦ୍ୱିପ୍ରହରରେ ୨ଜଣ ଦୁର୍ବୃତ୍ତ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ଲକ୍ଷ ୩୮ହଜାର ୫୦୦ଟଙ୍କା ଲୁଟି ନେଇଥିବା...

ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ...

ଦୁଆର ମୁହଁରୁ ନେଇଗଲେ ବାଇକ୍‌

ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍‌ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ...

ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ

ସୁନ୍ଦରଗଡ଼,୨୯ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ...

ଡୁମେରଯୋର ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି

କୁଆଁରମୁଣ୍ଡା,୧୩।୧: ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବୁଧବାର ଅପରାହ୍ନରେ ଶସସ୍ତ୍ର ଡକାୟତି...

Advertisement
Archives

Model This Week