Posted inଫୁରସତ

ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍‌ ଲୋକଙ୍କୁ ଏହି ନିଆରା ଗୁଣର ଅଧିକାରୀ କରିଥାନ୍ତି ଈଶ୍ୱର। ସେମିତି ଜଣେ ବ୍ୟକ୍ତି ହେଲେ ଉତ୍ତରପ୍ରଦେଶ ଶାହରାନପୁର ନିବାସୀ ଠାକୁର ବିଜେନ୍ଦ୍ର ସିଂହ। ସେ ନାକରେ ବଂଶୀବାଦନର ଅଜବ କଳାର ଅଧିକାରୀ। ତାଙ୍କର ଏହି ପ୍ରତିଭାକୁ ଦେଖି ଲୋକେ ଅପଲକ ନୟନରେ ଚାହଁି ରହୁଛନ୍ତି। ପିଲାଦିନୁ ସଂଗୀତ ପ୍ରତି ଅହେତୁକ ଦୁର୍ବଳତା ଥିଲା ବିଜେନ୍ଦ୍ରଙ୍କର। କମ୍‌ ବୟସରୁ ବଂଶୀ ବଜାଇବାରେ ସେ ଏକ ଅଦ୍ଭୁତ କଳାର କମାଲ୍‌ ଦେଖାଇଥିଲେ। ସେବେଠୁ ଦୀର୍ଘ ୪୦ବର୍ଷ ହେବ ସେ ନାକରେ ଏତେ ସୁନ୍ଦର ବଂଶୀ ବଜାଉଛନ୍ତି, ଯାହା ବଡ଼ ବଡ଼ ବଂଶୀବାଦକ ବି ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି

ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ...

ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ…

କ୍ଷମା ଏକ ଦିବ୍ୟଗୁଣ। ଏହାଠାରୁ ବଳି ଅନ୍ୟ କିଛି ନାହିଁ। ପ୍ରତିବର୍ଷ ଜୁଲାଇ ୭କୁ ବିଶ୍ୱ କ୍ଷମା ଦିବସ ଭାବେ ପାଳନ କରାଯାଇଥାଏ। କ୍ଷମା ଦ୍ୱାରା...

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ...

ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଇଏଏସ୍‌ ଯୋଡ଼ି

୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।...

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି...

ଚକୋଲେଟ୍‌ ବନ୍ୟା

ସାଧାରଣତଃ ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟାପାଣି ଆସିଥାଏ। ଏହି ପାଣି ଗାଁ ଗଣ୍ଡାରେ ପଶି ଅନେକ କ୍ଷତି ଘଟାଏ। କିନ୍ତୁ କେବେ ଚକୋଲେଟ୍‌ ବନ୍ୟା...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘ବିନୋଦ’ କିଏ? ଜାଣନ୍ତୁ କାହିଁକି ହେଉଛନ୍ତି ଭାଇରାଲ

ବିନୋଦ କିଏ? ଯିଏ #ବିନୋଦ ନାମରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏପରି କ’ଣ ହେଲା ଯେଉଁଥିପାଇଁ ଏହି ନାମ ଏତେମାତ୍ରାରେ ଭାଇରାଲ ହେଉଛି। ଲୋକ...

ଗ୍ରେଟ୍‌ ବ୍ଲୁ ହୋଲ୍‌

ବ୍ଲୁ ହୋଲ୍‌ ହେଉଛି ସମୁଦ୍ର ମଝିରେ ବିଭିନ୍ନ ସ୍ଥାନରେ ଥିବା ଏକ ନୀଳ ରଙ୍ଗର ଗର୍ତ୍ତ, ଯାହାକି ଆଜିର ଅତ୍ୟାଧୁନିକ ଯୁଗରେ ଏବେବି ରହସ୍ୟପୂର୍ଣ୍ଣ। ତେବେ...

Advertisement
Archives

Model This Week