ଦୁବାଇ,୮।୮(ପି.ଟି.)-ଭାରତର ରବୀନ୍ଦ୍ର ଜାଡେଜା ବାଂଲାଦେଶର ଶାକିବ-ଅଲ-ହାସନଙ୍କୁ ହଟାଇ ଆଇସିସି ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ହାସଲ କରିଛନ୍ତି। ଶାକିବ ୪୩୧ ପଏଣ୍ଟରେ ରହିଥିବାବେଳେ ଜାଡେଜା ୪୩୮ ପଏଣ୍ଟ ସହିତ ଶୀର୍ଷରେ ପହଞ୍ଚତ୍ଛନ୍ତି। ବୋଲର୍ସ ର୍ୟାଙ୍କିଙ୍ଗରେ ମଧ୍ୟ ଜାଡେଜା ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।

"/>

ଆଇସିସି ର୍ୟାଙ୍କିଙ୍ଗ:ଜାଡେଜା ଅଲରାଉଣ୍ଡର ନମ୍ବର ଓ୍ବାନ


ଦୁବାଇ,୮।୮(ପି.ଟି.)-ଭାରତର ରବୀନ୍ଦ୍ର ଜାଡେଜା ବାଂଲାଦେଶର ଶାକିବ-ଅଲ-ହାସନଙ୍କୁ ହଟାଇ ଆଇସିସି ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ହାସଲ କରିଛନ୍ତି। ଶାକିବ ୪୩୧ ପଏଣ୍ଟରେ ରହିଥିବାବେଳେ ଜାଡେଜା ୪୩୮ ପଏଣ୍ଟ ସହିତ ଶୀର୍ଷରେ ପହଞ୍ଚତ୍ଛନ୍ତି। ବୋଲର୍ସ ର୍ୟାଙ୍କିଙ୍ଗରେ ମଧ୍ୟ ଜାଡେଜା ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri