ଭୁବନେଶ୍ୱର,୧୮।୮: ADG ଅପରେସନ ସଞ୍ଜୀବ ପଣ୍ଡା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମାଇନିଂ କମ୍ପାନୀ ସହ ମାଓବାଦୀଙ୍କ ଲିଙ୍କ ରହିଥିବା ADG ପଣ୍ଡା କହିଛନ୍ତି।
୧୦ ଟନ୍ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ସୁରାଗ ଲାଗିଛି।
ଜିଲୋଟିନ୍ରୁ କମ୍ପାନୀ ତଥ୍ୟ ମିଳିଛି। ଖୁବଶୀଘ୍ର ମାଷ୍ଟର ମାଇଣ୍ଡ ଧରାପଡ଼ିବେ ବୋଲି ADG ପଣ୍ଡା କହିଛନ୍ତି। ଅନ୍ୟପକ୍ଷେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଣ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷେ ଏହି ଆନ୍ଧ୍ରରୁ ଗଞ୍ଜାମକୁ ଲମ୍ବିଛି ବୋଲି ସେ କହିଛନ୍ତି।


