ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା
ଗୋଲାଘାଟ,୨୩।୨: ଆସାମର ଗୋଲାଘାଟ ଓ ଜୋରହାଟ ଜିଲାରେ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୯ ଛୁଇଁଥିବା ଏକ୍ସାଇଜ୍ ଡିପାର୍ଟମେଣ୍ଟ ସୂଚନା ଦେଇଛି।
ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ
ପାଲଲହଡ଼ା,୨୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।
କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ
ନୂଆଦିଲ୍ଲୀ,୨୩।୨: ନ୍ୟାଶନାଲ ଡିଜାଷ୍ଟର ରେଶପନ୍ସ ଫୋର୍ସ(ଏନ୍ଡିଆର୍ଏଫ୍)ରେ କନଷ୍ଟେବଳ ଥିବା ରାଜେନ୍ଦର ଗୌତମଙ୍କ ପରଲୋକ ହୋଇଥିବା ଜଣେ ଏନ୍ଡିଆର୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି।
ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ
ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ।
ରେକର୍ଡ ନିକଟରେ ହିଟ୍ ମ୍ୟାନ
ବିଶାଖପାଟଣା,୨୩।୨- ଭାରତୀୟ କ୍ରିକେଟରେ ‘ହିଟ୍ ମ୍ୟାନ’ ଭାବେ ଜଣାଶୁଣା ଓପନର ରୋହିତ ଶର୍ମା ଟି୨୦ ଫର୍ମାଟରେ ଏକ ରେକର୍ଡ ନିକଟରେ ରହିଛନ୍ତି।
ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଭାଇରାଲ ହେଉଛି ଶ୍ରୀଦେବୀଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଖେଇ ଆସୁଥିବା ବେଳେ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ପ୍ରଶଂସକଙ୍କ ମନରେ ତାଙ୍କର ଉପସ୍ଥିତିକୁ ପୁଣି ଥରେ ତାଜା କରି ଦେଉଛି।
ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ବଢ଼ୁଛି ସାଇବର କ୍ରାଇମ। ଶନିବାର ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ ହୋଇଥିବା ଜଣାପଡ଼ିଛି।
ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ: ଭାଜପାରୁ ମହାଶ୍ୱେତା, କଂଗ୍ରେସରୁ ଯୁବ ଆଶାୟୀ

ପୁରୀ ଅଫିସ,୨୩ା୨: ପୁରୀ ଜିଲା ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହା ମହେଶ୍ୱର ମହାନ୍ତିଙ୍କ କବ୍ଜାରେ ରହିଆସିଛି। ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି।
ମହିଳା କ୍ରିକେଟ: ପ୍ରଥମ ଦିନିକିଆରେ ଭାରତ ବିଜୟୀ

ମୁମ୍ବାଇ, ୨୩ା୨ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ୬୬ ରନରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୪ ଓଭରରେ ୨୦୨ ରନ କରି ଅଲଆଉଟ ହୋଇଯାଇଥିଲା। ଘରୋଇ ଦଳ ପରେ ଇଂଲଣ୍ଡକୁ ୧୩୬ ରନରେ ଅଲ୍ ଆଉଟ କରିଦେଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଏକତା ବିସ୍ତ୍ ୪ଟି ଉଇକେଟ ଅକ୍ତିଆର କରିଥିବାବେଳେ ଏସ. ପାଣ୍ଡେ ଓ ଡିଭି ଶର୍ମା ଦୁଇଟି ଲେଖାଏଁ ଉଇକେଟ ହାସଲ କରିଥିଲେ।
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଶୁକ୍ରବାରଠାରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର। ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍ ବାରଣ ଥିବା ବେଳେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜୈଶ୍-ଇ-ମହମ୍ମଦର ୨ଆତଙ୍କୀ ଗିରଫ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ ବା ଏଟିଏସ୍କୁ ବଡ଼ ସଫଳତା। ଉତ୍ତରପ୍ରଦେଶ ସହାରନପୁର ଜିଲାର ଦେବବନ୍ଦ ଅଞ୍ଚଳର ଏକ ହଷ୍ଟେଲରୁ ୟୁପି ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ ୨ କଶ୍ମୀରୀ ଛାତ୍ରଙ୍କୁ ଗିରଫ କରାଯାଇଛି।
ପୁଲଓ୍ବାମା ଘଟଣା ପରେ କଶ୍ମୀର ଛାତ୍ରଙ୍କ ଉପରେ ହିଂସା: ୧୦ ରାଜ୍ୟକୁ ଜବାବ ତଲବ୍ କଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୧୪ରେ ପୁଲଓ୍ବାମାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀର ଛାତ୍ରଙ୍କ ଉପରେ ଆରମ୍ଭ ହୋଇଥିଲା ହିଂସା। ଏନେଇ ସୁପ୍ରିମ୍କୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା।
ବଦଳିବ ଭାଜପାର ନିର୍ବାଚନୀ ରଣନୀତି: ରାମମନ୍ଦିର ବଦଳରେ ପୁଲଓ୍ବାମା ହେବ ମୁଖ୍ୟ ପ୍ରସଙ୍ଗ

ନାଗପୁର,୨୨।୨: ଚଳିତ ଲୋକସଭା ନିର୍ବାଚନରେ ଭାଜପା ଏହାର ରଣନୀତିରେ ପରିବର୍ତ୍ତନ କରିବାକୁ ଯାଉଛି। ରାମମନ୍ଦିର ବଦଳରେ ଏବେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କରିବାକୁ ଯୋଜନା କରିଛି ଭାଜପା।
ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ/ଇସଲାମାବାଦ୍,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।
ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।
ଫଟୋରେ ଖବର

-
ଗୋଲାଘାଟ,୨୩।୨: ଆସାମର ଗୋଲାଘାଟ ଓ ଜୋରହାଟ ଜିଲାରେ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୯ ଛୁଇଁଥିବା ଏକ୍ସାଇଜ୍ ଡିପାର୍ଟମେଣ୍ଟ ସୂଚନା ଦେଇଛି।
-
ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ବଢ଼ୁଛି ସାଇବର କ୍ରାଇମ। ଶନିବାର ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ ହୋଇଥିବା ଜଣାପଡ଼ିଛି।
-
ପାଲଲହଡ଼ା,୨୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।
-
ପାଲଲହଡ଼ା,୨୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।
-
ନୂଆଦିଲ୍ଲୀ,୨୩।୨: ନ୍ୟାଶନାଲ ଡିଜାଷ୍ଟର ରେଶପନ୍ସ ଫୋର୍ସ(ଏନ୍ଡିଆର୍ଏଫ୍)ରେ କନଷ୍ଟେବଳ ଥିବା ରାଜେନ୍ଦର ଗୌତମଙ୍କ ପରଲୋକ ହୋଇଥିବା ଜଣେ ଏନ୍ଡିଆର୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି।
-
ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ।
-
ବିଶାଖପାଟଣା,୨୩।୨- ଭାରତୀୟ କ୍ରିକେଟରେ ‘ହିଟ୍ ମ୍ୟାନ’ ଭାବେ ଜଣାଶୁଣା ଓପନର ରୋହିତ ଶର୍ମା ଟି୨୦ ଫର୍ମାଟରେ ଏକ ରେକର୍ଡ ନିକଟରେ ରହିଛନ୍ତି।
-
ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଖେଇ ଆସୁଥିବା ବେଳେ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ପ୍ରଶଂସକଙ୍କ ମନରେ ତାଙ୍କର ଉପସ୍ଥିତିକୁ ପୁଣି ଥରେ ତାଜା କରି ଦେଉଛି।
-
ଶେରଗଡ଼୨୩।୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଗସ୍ତ କରିବେ। ଏ ନେଇ ଶନିବାର ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ବ୍ଲକ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି।
-
ମୁମ୍ବାଇ,୨୩।୨: ବଲିଉଡ ଭାଇଜାନ୍ ସଲମାନ ଖାଁ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେପରେ ସେ ‘ଦବଙ୍ଗ ୩’ର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି।
-
ମୁମ୍ବାଇ,୨୩।୨: ବଲିଉଡ ଭାଇଜାନ୍ ସଲମାନ ଖାଁ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେପରେ ସେ ‘ଦବଙ୍ଗ ୩’ର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି।
-
ବ୍ରହ୍ମପୁର ଅଫିସ,୨୩।୨: ଚଳିତ ମ୍ୟାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଏ ନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।
-
ଶ୍ରୀନଗର,୨୩।୨: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍ଏଫ୍) ମୁଖ୍ୟ ୟାସିନ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି।
-
ମୁମ୍ବାଇ: ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବିରୋଧୀ ମନ୍ତବ୍ୟ ପାଇଁ ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍ ସିଂ ସିଦ୍ଧୁଙ୍କୁ ମୁମ୍ବାଇ ଫିଲ୍ମ ସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କିଛିଦିନ ତଳେ ଏହି କାରଣ ପାଇଁ ତାଙ୍କୁ କପିଲ ଶର୍ମାଙ୍କ କମେଡି ଶୋ’ରୁ ବାଦ୍ ଦିଆଯାଇଥିଲା। ସେଥିରେ ସେ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଉଥିଲେ।
-
ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ଶୁକ୍ରବାର ବଡ଼ ମହାସ୍ନାନ ହୋଇଛି। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚନ୍ଦନଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଭିତରକାଠ ନିକଟରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା।
-
ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ।

ରାଜ୍ୟ
- ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ
- ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ
- ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି: ଜିଲାପାଳଙ୍କ ଶେରଗଡ଼ ବ୍ଲକ ପରିଦର୍ଶନ
- ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି
- ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ
- ପୁରୀରେ ଆମିକସ୍ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ
- ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି
- ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ
- ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ
- ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା

ଜାତୀୟ
- ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା
- କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ
- ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ
- ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଗିରଫ
- ଶହୀଦ ହେବା ପୂର୍ବରୁ ପତ୍ନୀଙ୍କ ପାଖକୁ ପଠାଇଥିବା ଶେଷ ଭିଡିଓ ଏବେ ଭାଇରାଲ
- ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ
- ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ
- ବିଦ୍ୟୁତ ସଂଯୋଗ ନ ଥାଇ ବିଲ୍ ପଇଠ କରିବାକୁ ବାଧ୍ୟ କରାଯାଉଛି
- ଜମ୍ମୁ-କଶ୍ମୀର ଏନକାଉଣ୍ଟର
- ମାୟାବତୀ ନୁହେଁ ଅଖିଳେଶଙ୍କ ସହ ସିଧାସଳଖ ଲଢିପାରନ୍ତି ପ୍ରିୟଙ୍କା

ମେଟ୍ରୋ
- ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ
- ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ
- ପୁରୀରେ ଆମିକସ୍ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ
- ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି
- ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ
- ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ
- ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା
- ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା
- ୫ ବର୍ଷ ପରେ ଜିପିଇଓ ହେବେ ଏବିଡିଓ
- ଏସ୍ଏଚ୍ଜିକୁ ବିନା ସୁଧରେ ଋଣ, ସ୍ମାର୍ଟଫୋନ: ଗ୍ରୀଡ୍କୋକୁ ୩ ହଜାର କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ସରକାର

ଅନ୍ତର୍ଜାତୀୟ
- ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ
- ପରିସ୍ଥିତି ଭୟଙ୍କର: ଟ୍ରମ୍ପ
- ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
- ନାଟକ କରୁଛି ପାକିସ୍ତାନ
- ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ
- ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା
- ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି
- ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି
- ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’
- ଜେହାଦୀ ଦୁହ୍ଲନ୍ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଖେଳ
- ରେକର୍ଡ ନିକଟରେ ହିଟ୍ ମ୍ୟାନ
- ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର
- ଜୟଦୀପଙ୍କ ପରଲୋକ
- ଜାତୀୟ ଜୁନିୟର ହକି: କ୍ୱାର୍ଟରରେ ଗାଙ୍ଗପୁର
- ପୂର୍ବାଞ୍ଚଳ ବଧିର ଟି୨୦ କ୍ରିକେଟ ଉଦ୍ଘାଟିତ : ଓଡ଼ିଶାର ବିଜୟ ଅଭିଯାନ
- ଗୁରୁକୁଳ ର଼୍ୟାଙ୍କିଙ୍ଗ୍ ଟେନିସ: ଅଂଶୁ ଚାମ୍ପିୟନ
- ପାକିସ୍ତାନ ବିଶ୍ୱକପ୍ ମ୍ୟାଚ ଉପରେ ନିଷ୍ପତ୍ତି ହୋଇନି, ସରକାରଙ୍କ ପରାମର୍ଶ ଲୋଡ଼ାଯିବ : ବିନୋଦ ରାୟ
- ପ୍ରୋ-ଭଲିବଲ୍ ଲିଗ୍: ଚେନ୍ନାଇ ସ୍ପାର୍ଟାନ୍ସକୁ ଉଦ୍ଘାଟନୀ ଟାଇଟଲ
- ମହିଳା କ୍ରିକେଟ: ପ୍ରଥମ ଦିନିକିଆରେ ଭାରତ ବିଜୟୀ
- କ୍ରୀଡ଼ା ବିଭାଗର ସୁବିଧା ସୁଯୋଗ ଅନ୍ଲାଇନ୍ରେ

ଫୁରସତ
- ଯେଉଁ ମସ୍ଜିଦରେ ମହିଳା କରନ୍ତି ନମାଜ ପାଠ
- ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...
- ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...
- ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...
- ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ
- ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...
- ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...
- ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...
- ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...
- ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ବାଣିଜ୍ୟ
- ନାଗରିକ ଅଧିକାର ସୁରକ୍ଷା;ଫେସ୍ବୁକ, ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ ଅଧିକାରୀଙ୍କୁ ତଲବ
- ଆୟୁଷ୍ମାନ୍ ଭାରତ ଯୋଜନା;୨ କୋଟି ଲାଭାର୍ଥୀ,୧୨ ଲକ୍ଷଙ୍କୁ ମାଗଣା ଚିକିତ୍ସା
- ଲୁକ୍ଆଇଟ ନୋଟିସ ଜାରି କଲା ସିବିଆଇ; ଦେଶ ଛାଡ଼ି ପାରିବେନି ଚନ୍ଦା କୋଚ୍ଚର
- କମ୍ପାନୀଙ୍କ ଲାଗି ଇ-ଫାଇଲିଂ ବାଧ୍ୟତାମୂଳକ
- ୮୫୦୦ କୋଟିର ଭିଆର୍ଏସ୍ ଯୋଜନା
- ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ
- ଜେଏସ୍ପିଏଲ୍କୁ ଫିକି ସିଏସ୍ଆର୍ ପୁରସ୍କାର
- ମହିଳାଙ୍କୁ ଶସକ୍ତ କରିଛି ଉଜ୍ଜ୍ୱଳା: ସୁଷମା ସ୍ବରାଜ
- ଉଜ୍ଜ୍ୱଳା ଦିଦି ସମାବେଶ ଆଜି
- ଉଜ୍ଜ୍ୱଳା ଦିଦି ସମାବେଶ ଆଜି

ଜୀବନଚର୍ଯ୍ୟା
- ଗୁଆ ଖାଇଲେ ହୁଏନାହିଁ ମଧୁମେହ
- କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...
- କିଡ୍ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...
- କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
- ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
- ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...
- କମ୍ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍ଏ ଡ୍ୟାମେଜ୍
- ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...
- ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍ ଏହି ରସ...
- ତ୍ୱଚା ପାଇଁ କଫି

ଅପରାଧ
- ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ
- ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ
- ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ବିବାଦ ଥମୁନି, ସପକ୍ଷରେ ଶହୀଦଙ୍କ ଦାଦା
- ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼
- ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼
- ଦୁର୍ଘଟଣାରେ ଜଣେ ମୃତ
- କପି କରି ଧରାପଡିଲେ ୧୦ ପରୀକ୍ଷାର୍ଥୀ
- ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା ମାମଲା: ଶିକ୍ଷକ ଗିରଫ
- ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଫେରାର
- କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ