ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବେ ଭୃଗୁ ବକ୍ସି ପାତ୍ର

ଭୁବନେଶ୍ୱର,୩।୪: ବୁଧବାର ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ୨୭ ବିଧାନସଭା ଏବଂ ୫ ଲୋକସଭା ଆସନରେ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ। ଏଥିରେ ସବୁଠୁ ଚର୍ଚ୍ଚିତ ନାଁ ରହିଛି ଭୃଗୁ ବକ୍ସି ପାତ୍ର। ବୁଧବାର ସେ ଭାରତୀୟ ଜନତା ପାଟିରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି।

ଭୃଗୁ ୨୦୧୯ ରେ ବ୍ରହ୍ମପୁର ଲୋକ ସଭା ଆସନରୁ ଚନ୍ଦ୍ରଶେଖର ସାହୁଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପ୍ରାୟ ୯୪,୦୦୦ ଭୋଟ୍ ବ୍ୟବଧାନରେ ହାରି ଯାଇଥିଲେ। ୨୦୧୯ ରେ ଭୃଗୁଙ୍କୁ ବ୍ରହ୍ମପୁରରୁ ୩.୪୯ ଲକ୍ଷ ଭୋଟ୍ ମିଳିଥିଲା।

ଅନ୍ୟପଟେ ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କାର ପରେ ଭାଜପା ଆସିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରଦୀପଙ୍କ ପଲା ଭାରି ଲାଗୁଥିବା ବେଳେ ଭୃଗୁ ଦଳ ପରିବର୍ତନ କରିବା ପରେ ସମୀକରଣ ବଦଳିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ରାମେଶ୍ୱରମ – ମଦୁରାଇ ଅଭିମୁଖେ ଯାତ୍ରା, ବାହାରିଲେ ଏତେ ତୀର୍ଥଯାତ୍ରୀ

ବଲାଙ୍ଗୀର, ୪।୧୨(ସୁନିଲ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ ବଲାଙ୍ଗୀର ଜିଲାର ବିଭିନ୍ନ ବ୍ଲକ...

ସ୍ମାର୍ଟଫୋନ କି ଇଣ୍ଟରନେଟ ଚଲାନ୍ତି ନାହିଁ ପୁଟିନ, କିନ୍ତୁ କାହିଁକି? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ବିଶ୍ୱ ରାଜନୀତିରେ ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଭାବରେ ଖ୍ୟାତି ଅର୍ଜନ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ପୁଣି ବଢିଲା ଶୀତ: ଘନ କୁହୁଡି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତର ପ୍ରଭାବ ଜାରି ରହିଛି। ଶୁକ୍ରବାର ତାପମାତ୍ରାରେ ଆହୁରି ହ୍ରାସ ପାଇଛି। ଉକ୍ତ ଅଞ୍ଚଳରେ...

ଭଉଣୀ ଜ୍ୱାଇଁ ଘରକୁ ଯାଉଥିଲେ ପ୍ରଧାନଶିକ୍ଷକ, ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ଭବାନୀପାଟଣା,୫ା୧୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁ ପଞ୍ଚାୟତର କୁସୁମଦର ଗ୍ରାମ କେନାଲ ରାସ୍ତାରେ ଗୁରୁବାର ଏକ ପିକ୍‌ଅପ ଭ୍ୟାନ...

ପ୍ରଥମ ଥର ପାଇଁ ନନ୍ଦନକାନନକୁ ଆସିବେ ଆଫ୍ରିକୀୟ ଚିତା; ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର,୫ା୧୨: ବନ୍ୟଜୀବ ପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରଥମ ଥର ପାଇଁ ଆଫ୍ରିକୀୟ ଚିତାଆଣିବାକୁ ପ୍ରସ୍ତୁତି ଚଳାଇଛି।...

ଟ୍ରମ୍ପଙ୍କୁ କଡ଼ା ମେସେଜ୍‌ ଦେଲେ ପୁଟିନ୍‌: କହିଲେ, ମୁଁ ଆଉ ମୋଦି କେବେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବଢୁଥିବା ସହଯୋଗ ଆମେରିକା ସମେତ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ...

ମହାନଦୀ ଜଳ ବିବାଦ: ଆଜି ବସିବ ଓଡ଼ିଶା-ଛତିଶଗଡ଼ର ମିଳିତ ବୈଷୟିକ କମିଟି ବୈଠକ

ଭୁବନେଶ୍ୱର,୫ା୧୨: ଦୀର୍ଘ ଦିନର ମହାନଦୀ ଜଳ ବଣ୍ଟନ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରଖି ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମିଳିତ ବୈଷୟିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri