୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ ରଖିଛନ୍ତି ଗୁଗୁଲ। ଆଉ ଏହାକୁ ନେଇ ପିଲାଟିକୁ ଏବେ ମିଳିଛି ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ। ଇଣ୍ଡୋସେନିଆରେ ରହୁଥିବା ଏଣ୍ଡି ସୁପୁତ୍ରା ନାମକ ଜଣେ ମହିଳା ତାଙ୍କ ପୁଅର ନାମକରଣ ପାଇଁ ଅନେକ ଲୋକଙ୍କର ସାହାଯ୍ୟ ନେଇଥିଲେ। କାରଣ ସେ ଚାହୁଁଥିଲେ ତାଙ୍କ ପୁଅର ନାମ ସବୁଠାରୁ ନିଆରା ହେଉ। ହେଲେ ତାଙ୍କୁ ଯେତେ ପ୍ରସ୍ତାବ ଆସିଲା କେଉଁଟାରେ ତାଙ୍କର ମନ ମାନିଲାନି। ଏହାପରେ ସେ ପୁଅର ନାଁ ଏକ ଟେକ୍ନିକାଲ ନାଁ ଅନୁଯାୟୀ ଦେବେ ବୋଲି ସ୍ଥିର କଲେ। ଏହାପରେ ସେ ପୁଅର ନାଁ ରଖିଲେ ଗୁଗୁଲ। ଏଣ୍ଡିଙ୍କ କହିବା କଥା ହେଲା ବିଶ୍ୱରେ ଦିନକୁ ପ୍ରାୟ ମିଲିୟନ ଟାଇମ୍ସ ଏହି ନାଁକୁ ଉଚ୍ଚାରଣ କରାଯାଉଛି। ତେଣୁ ଏହାହିଁ ତାଙ୍କ ପୁଅ ପାଇଁ ଖାପଖାଇବ। ଏବେ ଏଣ୍ଡିଙ୍କ ପୁଅ ଗୁଗୁଲଙ୍କ ନାଁ ପାଲଟି ଯାଇଛି ବିଶ୍ୱର ଷ୍ଟ୍ରଙ୍ଗେଷ୍ଟ ନେମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ୧୬୦୦ କୋଟିର ଆମେରିକୀୟ ଡ୍ରୋନ ଗାଏବ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri