Posted inଫୁରସତ

ସ୍ବପ୍ନରୁ ମିଳିଲା ରୋମାଣ୍ଟିକ୍‌ ପ୍ଲଟ୍‌

ଲେଖକ ଏ. ମିଗୁଏଲ୍‌ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍‌ ପ୍ଲଟ୍‌ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ ଲେଖିବେ। ମାତ୍ର କୌଣସି ପ୍ରକାର ଆଇଡିଆ ତାଙ୍କ ମୁଣ୍ଡକୁ ପଶୁ ନ ଥିଲା। ସେ ଭାବୁଥିଲେ ବୋଧହୁଏ ନଭେଲ ଲେଖିବା ସମ୍ଭବ ହେବନି। ହେଲେ ଦିନେ ସେ ଶୋଇଥିବା ବେଳେ ଏକ ରୋମାଣ୍ଟିକ୍‌ ସ୍ବପ୍ନ ଦେଖିଲେ। ଦୁଇଜଣ ଉଚ୍ଚାଭିଳାସୀ ଯୁବକ ଯୁବତୀ। ସେମାନେ ଏକ ଅଚିହ୍ନା ଜାଗାରେ ପରସ୍ପରକୁ ଭେଟୁଛନ୍ତି। ଆଉ ତାଙ୍କ ଭିତରେ ପ୍ରେମ ହେଉଛି। ଏହି ସ୍ବପ୍ନ ତାଙ୍କୁ ଏକ ରୋମାଣ୍ଟିକ୍‌ ପ୍ଲଟ୍‌ ଆଣିଦେଲା। ଆଉ ସେ ତାହାକୁ ଭିତ୍ତିକରି ଆରମ୍ଭ କରିଥିଲେ ଉପନ୍ୟାସ ‘ଇନ୍‌ ଏ ଡ୍ରିମ୍‌ : ଏ ପର୍ସନାଲ ଫାଣ୍ଟାସୀ’। ଏହି ପୁସ୍ତକର ଅନାବରଣ ଉତ୍ସବରେ ମିଗୁଏଲ୍‌ କହିଥିଲେ ଯେ, ପୂର୍ବରୁ ସ୍ବପ୍ନକୁ ନେଇ ସେ ଯାହା ଶୁଣିଥିଲେ ସେସବୁ ମିଛ। ଲୋକମାନେ ବିଶ୍ୱାସ କରୁଥିଲେ ଯେ, ଦେବତାମାନେ ହିଁ ରାତିରେ ସ୍ବପ୍ନ ଦେଖାନ୍ତି। ଭଲମନ୍ଦ ଭବିଷ୍ୟବାଣୀ କରନ୍ତି। ମାତ୍ର ବସ୍ତବକଥା ହେଉଛି ଏଇଆ ଯେ, କେବଳ ଗଭୀର ଚିନ୍ତା ହିଁ ହେଉଛି ସ୍ବପ୍ନର ସୃଷ୍ଟିକର୍ତ୍ତା। ତାହା ସୁଚିନ୍ତା ହେଉ କି ଦୁଶ୍ଚିନ୍ତା। ମୋ ଭିତରେ ଏକ ରୋମାଣ୍ଟିକ୍‌ ଚିନ୍ତା ରହିଥିଲା; ଯାହା ସ୍ବପ୍ନ ଆକାରରେ ପ୍ରକଟିତ ହେଲା। ସ୍ବପ୍ନର ସର୍ବପ୍ରଥମ ଆଧୁନିକ ବ୍ୟାଖ୍ୟାକାର ସିଗ୍‌ମଣ୍ଡ ଫ୍ରଏଡ୍‌ ମଧ୍ୟ ଠିକ୍‌ ଏଇକଥା କହିଛନ୍ତି। ଜଣେ ବ୍ୟକ୍ତି ସୁଚିନ୍ତା ଦ୍ୱାରା ଭଲ ସ୍ବପ୍ନ ଏବଂ ଦୁଶ୍ଚିନ୍ତା ଦ୍ୱାରା ଖରାପ ସ୍ବପ୍ନ ଦେଖିଥାଏ। ଗବେଷକମାନଙ୍କ ମତରେ, ଜଣେ ସୁସ୍ଥ ମଣିଷ ଯିଏ ଶୋଇବା ବେଳେ କୌଣସି ଚିନ୍ତା କରେନାହିଁ ସେ କେବେହେଲେ ସ୍ବପ୍ନ ଦେଖେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri