Posted inଖେଳ

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ: ସଚିନ ବନାମ ଲାରା

ମୁମ୍ବାଇ, ୬।୩- ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଠ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଣ୍ଡିଜର କିମ୍ବଦନ୍ତୀ କ୍ରିକେଟରମାନେ ଏହି ସିରିଜରେ ଖେଳିବେ। ପ୍ରତିଯୋଗିତାରେ ମୋଟ ୧୦ଟି ମ୍ୟାଚ ଖେଳାଯିବ। ୨୨ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସଙ୍କ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ସ୍ଥାନୀୟ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ହେବ। ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା ଉଭୟ ଦଳର ନେତୃତ୍ୱ ନେବେ। ଓଡ଼ିଶା କ୍ରିକେଟ ତାରକା ପ୍ରଜ୍ଞାନ ଓଝା ଇଣ୍ଡିଆ ଲିଜେଣ୍ଡ ଦଳରୁ ପ୍ରତିନିଧିତ୍ୱ କରିବେ। ଏଥିରେ ଭାଗ ନେବାକୁ ଯାଉଥିବା ଅନ୍ୟ ୩ ଦଳ ହେଲେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ।
ଇଣ୍ଡିଆ ଲିଜେଣ୍ଡ୍ସ: ସଚିନ ତେନ୍ଦୁଏକର(ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଜାହିର ଖାଁ, ଇରଫାନ ପଠାନ, ଅଜିତ ଅଗରକର, ସଞ୍ଜୟ ବାଙ୍ଗର, ମୁନାଫ ପଟେଲ, ମହମ୍ମଦ କୈଫ, ପ୍ରଜ୍ଞାନ ଓଝା, ସାଇରାଜ ବାହୁତୁଲେ, ସମୀର ଦିଘେ(ଉଇକେଟ କିପର), ଅଭୟ କୁରୁଭିଲା।
ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ: ବ୍ରାଏନ ଲାରା(ଅଧିନାୟକ), ଶିବନାରିନ ଚନ୍ଦରପଲ, ଆଡାମ ସାନ୍‌ଫୋର୍ଡ, କାର୍ଲ ହୁପର, ଡାନ୍‌ଜା ହ୍ୟାଟ୍‌, ଡାରେନ ଗଙ୍ଗା, ପେଦ୍ରୋ କଲିନ୍ସ, ରିକାର୍ଡୋ ପାଓ୍ବେଲ, ରିଡ୍‌ଲେ ଜ୍ୟାକବ୍ସ(ଉଇକେଟ କିପର), ସାମୁଏଲ ବଦ୍ରି, ସୁଲେମାନ ବେନ୍‌, ଟିନୋ ବେଷ୍ଟ, ଦିନାନାଥ ରାମନାରିନ।
ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ: ବ୍ରେଟ୍‌ ଲି(ଅଧିନାୟକ), ବ୍ରାଡ୍‌ ହଜ୍‌, ମାଇକେଲ କ୍ଲିଗନର, ବ୍ରେଟ୍‌ ଗିଭ୍ସ, କ୍ଲିଣ୍ଟ ମ୍ୟାକକୟ, ଜାସନ କ୍ରିଜା, ମାର୍କ କସଗ୍ରୋଭ, ବ୍ରାଡ୍‌ ହାଡିନ(ଉଇକେଟ କିପର), ନାଥାନ ରିର୍ଡନ, ଶେନ ଲି, ଟ୍ରାଭିସ ବିର୍ଟ, ଜାଭିଏର ଡୋହର୍ଟି, ବେନ୍‌ ଲଘଲିନ, ପ୍ୟାଟ୍ରିକ ରିଚାଡର୍‌ସ।
ଶ୍ରୀଲଙ୍କା ଲିଜେଣ୍ଡ୍ସ: ତିଳକରନେତ୍ ଦିଲସାନ(ଅଧିନାୟକ), ଚାମରା କପୁଗେଡେରା, ଚାମିଣ୍ଡା ଭାସ, ପରଭେଜ ମାହାରୁଫ, ମାର୍ବଣ ଆଟାପାଟ୍ଟୁ, ମୁଥୟା ମୁରଲୀଧରନ, ରଙ୍ଗନା ହେରାଥ, ରମେଶ କାଳୁଓ୍ବିଥରଣା (ଉଇକେଟ କିପର), ସଚିତ୍ର ସେନାନାୟକେ, ଅଜନ୍ତା ମେଣ୍ଡିସ, ଥିଲନ ତୁଷାରା, ମିଲିନ୍ଦା ଓ୍ବାର୍ନାପୁରା, ଉପୁଲ ଚନ୍ଦନା।
ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ: ଜଣ୍ଟି ରୋଡ୍ସ(ଅଧିନାୟକ), ଆଣ୍ଡ୍ର୍ୟୁ ହଲ୍‌, ଗାର୍ନେଟ କୁର୍ଗର, ଜ୍ୟାକ୍ସ ରୁଡଲଫ, ଆଲ୍‌ବି ମୋର୍କେଲ, ଜୋହାନ ଭାନ ହର ଓ୍ବାଥ, ଲାନ୍ସ କ୍ଲୁଜନର, ମାର୍ଟିନ ଭାନ ଜାର୍ସଭେଲ୍ଡ, ମୋର୍ନେ ଭାନ ଓ୍ବିକ୍‌(ଉଇକେଟ କିପର), ପଲ୍‌ ହାରିସ, ରିୟାନ ମ୍ୟାକଲରେନ, ରୋଜର ଟେଲିମାଚୁସ, ହର୍ଶ୍ଚେଲ ଗିବ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri