ମେଟଲ୍‌ ମିଟ୍‌ ସିନିୟର ଗ୍ରାଣ୍ଡ ଫିନାଲେ ଆରମ୍ଭ: ମଞ୍ଚରେ ଶ୍ରେଷ୍ଠ ୮ଟିମ୍‌

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ସିନିୟର ଚାମ୍ପିୟନ୍‌ ଟାଇଟଲ ପାଇଁ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ମଞ୍ଚରେ ଶ୍ରେଷ୍ଠ ୮ ଟିମ୍‌ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି), ଏକ୍ସଆଇଏମ୍‌ବି, ଏସ୍‌ସିବି ମେଡିକାଲ କଲେଜ, ନାଇଜର୍‌ ଓ ଆଇଜିଆଇଟି ସାରଙ୍ଗ ଅଛନ୍ତି। କୁଇଜ୍‌ମାଷ୍ଟରଅଜୟ ପୁନିଆ ପ୍ରଥମ ରାଉଣ୍ଡ ପ୍ରଶ୍ନୋତ୍ତର ଆରମ୍ଭ କରିଥିବାବେଳେଟିମ୍‌ଗୁଡ଼ିକ ପରସ୍ପରକୁ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି।

ମେଟଲମିଟ୍‌ -୨୦୧୯ ଫିନାଲେ ଟିମ୍‌: ସିନିୟର ଗ୍ରୁପ

ଏମ୍‌ସ (ଭୁବନେଶ୍ୱର):
ସମୀର ଶେଖର ପାତ୍ର, ସୌରଭ ଗରାଇ, ରଞ୍ଜନ ଅନିଲ କୁମାର, ଆଦର୍ଶ କୁମାର ମହାପାତ୍ର

ସିଇଟି (ଭୁବନେଶ୍ୱର):
ଅଙ୍କିତ ସିଂ, ରୋନିଶା ଦାସ, ପ୍ରତୀକ ମିଶ୍ର, ତୀର୍ଥ ତିଲକ ପାଣି

ନାଇଜର (ଖୋର୍ଦ୍ଧା):
ଶାଶ୍ୱତ ଦାସ, ରିତେଶ ଦାସ, ଶାଶ୍ୱତ ପତି, ଅଶ୍ଳେଷ ପଟ୍ଟନାୟକ

ଏକ୍ସଆଇଏମ୍‌ବି (ଭୁବନେଶ୍ୱର):
ସଙ୍କିତ କୁମାର ତ୍ରିପାଠୀ, ସାର୍ଥକ ଶତପଥୀ, ସନତ ଷଡ଼ଙ୍ଗୀ, ସିଦ୍ଧାର୍ଥ ପୂଜାରୀ

ଆଇଜିଆଇଟି (ସରାଙ୍ଗ):
ପ୍ରତୀକ ମହାନ୍ତି, ପବିତ୍ର ନାରାୟଣ ନାୟକ, ବିଶ୍ୱତୋଷ ରାଉତ, ସିଦ୍ଧାର୍ଥ ଶଙ୍କର ରାଉତ

ଆଇଆଇଟି (ଭୁବନେଶ୍ୱର):
ଅମଲ ମାଥ୍ୟୁ ଜେମ୍‌ସ, ପ୍ରୀତମ ଶର୍ମା, ସାର୍ଥକ ପଟ୍ଟନାୟକ, ରାହୁଲ ରାଜୀବ

ଏସ୍‌ସିବି ମେଡ଼ିକାଲ କଲେଜ(କଟକ):
ପ୍ରୀତିମାନ ମିଶ୍ର, ନନ୍ଦଦ୍ୟୁତି ଆଚାର୍ଯ୍ୟ, ସଙ୍କେତ ଜେନା, ପୁରଞ୍ଜନ ଦେବ

ଏନ୍‌ଆଇଟି (ରାଉରକେଲା):
ଏସ୍‌ପି ଶାନ୍ତନୁ, ଦିବ୍ୟ ପ୍ରକାଶ ମହାନ୍ତି, ଚିନ୍ମୟ ମହାନ୍ତି, ଆଦିତ୍ୟ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri