Posted inଫୁରସତ

ବେଲୁନ୍‌ ଲ୍ୟାମ୍ପ: ଉଚ୍ଚତା ୩୫ ସେ.ମି., ମୂଲ୍ୟ ୩୭ ଡଲାର

ହରର୍‌ ମୁଭି ଦେଖିବାକୁ ଭଲ ପାଉଥିବା ବ୍ୟକ୍ତି ନିଶ୍ଚିତଭାବେ ୨୦୧୭ରେ ଆସିଥିବା ଷ୍ଟିଫେନ୍‌ କିଙ୍ଗଙ୍କ ଉପନ୍ୟାସ ‘ଇଟ୍‌’ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିଥିବେ। ସେଥିରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଜୋକର୍‌ ହାତରେ ଏକ ଲାଲ ରଙ୍ଗର ବେଲୁନ୍‌ ଦେଖିଥିବେ। ବେଲୁନ୍‌ଟି ବେଶ୍‌ ସୁନ୍ଦର କିନ୍ତୁ ବେଶ୍‌ ରହସ୍ୟଜନକ ଓ ଭୟାନକ ଲାଗୁଥିଲା। ସେହି ବେଲୁନ୍‌କୁ ନଜରରେ ରଖି ତିଆରି ହୋଇଛି ଏକ ଲ୍ୟାମ୍ପ, ଯାହାକି ଅବିକଳ ଚଳଚ୍ଚିତ୍ରର ଲାଲ ବେଲୁନ୍‌ ପରି ଦେଖାଯାଏ। ଆଉ ଯେବେ ସେଥିରେ ବିଦ୍ୟୁତ ସଂଯୋଗ କରାଯାଏ ତାହା ଜଳିଉଠେ, ଲାଗେ ବେଶ୍‌ ସୁନ୍ଦର କିନ୍ତୁ ରହସ୍ୟମୟ। ବର୍ତ୍ତମାନ ଏହି ବେଲୁନ୍‌ ଲ୍ୟାମ୍ପ ଅନଲାଇନ୍‌ ବିକ୍ରି ହେଉଛି। ଏହାର ଉଚ୍ଚତା ୩୫ ସେ.ମି. ଓ ମୂଲ୍ୟ ୩୭ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri