Posted inଜାତୀୟ

ବିଦେଶ ଯାତ୍ରା କରିପାରିବେ ରବର୍ଟ

ନୂଆଦିଲ୍ଲୀ,୯।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀର ଏକ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେ ତାଙ୍କର ଚିକିତ୍ସା ଓ ବ୍ୟବସାୟ କାମରେ ବିଦେଶ ଯାତ୍ରା କରିପାରିବେ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲରେ ଏବେ ରବର୍ଟ ଅଗ୍ରୀମ ଜାମିନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ଖୁସି ଖବର: ଜାନୁଆରୀରେ ବଢିବ ଏତେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୫।୧: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି। ଜାନୁଆରୀ ୨୦୨୬ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ...

ଆଇପିଏଲରୁ ମୁସ୍ତାଫିଜୁରଙ୍କୁ ବିଦା କରାଯିବା ପରେ ପ୍ରତିଶୋଧ ନେଲା ବାଂଲାଦେଶ, ଏହି ଭାରତୀୟଙ୍କୁ….

ନୂଆଦିଲ୍ଲୀ,୫।୧: ବଦଳୁଥିବା ପରିସ୍ଥିତିକୁ ଉଦ୍ଧୃତ କରି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ ଆଙ୍କର ରିଧିମା ପାଠକଙ୍କୁ ଚଳିତ ବାଂଲାଦେଶ ପ୍ରିମିୟର ଲିଗର ପ୍ରେଜେଣ୍ଟେସନ ପ୍ୟାନେଲରୁ ହଟାଇ...

ସକାଳୁ ସକାଳୁ ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ, ଭୟରେ ଘରୁ ବାହାରି ଦୌଡିଲେ ଲୋକେ

ଫିଲିପାଇନ୍ସ,୭।୧: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଭୂମିକମ୍ପର ତୀବ୍ରତା...

IPLରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନର ହାତ ଧରିଲେ ମୁସ୍ତାଫିଜୁର ରହମାନ, ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ,୭।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ ଦିଆଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, BCCI କେକେଆରକୁ...

୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ...

କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ

କେନ୍ଦ୍ରାପଡା,୭।୧: ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ...

ରାଷ୍ଟ୍ରପତି ପଦ ହରାଇବେ ଟ୍ରମ୍ପ! ଭୟରେ ଥରହର ହେଲେଣି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୭।୧: ଆମେରିକାରେ ଏହି ବର୍ଷ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଯାଉଛି, ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହା ବିଷୟରେ ଚିନ୍ତିତ ହୋଇପଡୁଛନ୍ତି। ତେଣୁ, ସେ ଚିନ୍ତା ପ୍ରକାଶ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri