ବଧୂହତ୍ୟା ଅଭିଯୋଗ: ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଛି। ଏ ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ନିଶା ଥାନା ଅନ୍ତର୍ଗତ କଙ୍କରେଇ ଅଞ୍ଚଳର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟାଶ୍ବେତା ସତ୍ୟାନନ୍ଦ ବାରିକ ଓରଫ୍‌ କାହ୍ନାଙ୍କୁ ୨୦୧୬ ଏପ୍ରିଲ ୨୬ରେ ବିବାହ କରିଥିଲେ। ବିବାହ ପରେ କାହ୍ନା ୨ଲକ୍ଷ ଟଙ୍କାର ଦୁଇ ଚକିଆ ଗାଡି ଆଣିବାକୁ ସୌମ୍ୟାଶ୍ବେତାଙ୍କ ଉପରେ ଦାବି କରିଆସୁଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା। ରବିବାର ବିଳମ୍ବିତ ରାତିରେ ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ସୌମ୍ୟାଶ୍ବେତାଙ୍କ ବାପା ବାନାମ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ସତ୍ୟାନନ୍ଦଙ୍କୁ ଅଟକରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ସୌମ୍ୟାଶ୍ବେତା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଆନ୍ଧ୍ର ହାଟରେ ଗଛ ଉପୁଡ଼ି ଓଡ଼ିଶାର ୩ ମହିଳା ମୃତ୍ୟୁ ଘଟଣା, ମୁଚିମପୁଟ ଥାନାରେ କ୍ଷତିପୂରଣ ଦାବି କଲେ…

ନନ୍ଦପୁର/ପାଡୁଆ,୫।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ସୋମବାର ଓଡ଼ିଶା ସୀମାନ୍ତ ଆନ୍ଧ୍ର ପେଦାବାଇଲି ହାଟ ମଝିରେ ଏକ ବିରାଟ ଗଛ ଉପୁଡ଼ି ନନ୍ଦପୁର ବ୍ଲକରେ ତିନିଜଣଙ୍କ…

ବଙ୍ଗଳାରେ ହଲଚଲ; ଏହି ତାରିଖ ପୂର୍ବରୁ ନୂଆ ସରକାରଙ୍କ ଶପଥ ଗ୍ରହଣ, ଜାଣନ୍ତୁ କାରଣ

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ବିପୁଳ ବିଜୟ ପରେ, ସରକାର ଗଠନ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏକ ରିପୋର୍ଟ ଅନୁସାରେ, ବଙ୍ଗରେ…

ତାମିଲନାଡୁରେ କାହା ସହିତ ସରକାର ଗଠନ କରିବ ଟିଭିକେ? ଅଭିନେତା ବିଜୟ ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୂରା ଫର୍ମୁଲା

ଚେନ୍ନାଇ,୫।୫: ତାମିଲନାଡୁରେ କିଏ ଗଠନ କରିବ ସରକାର? ଅଭିନେତା ବିଜୟ କ’ଣ ମୁଖ୍ୟମନ୍ତ୍ରୀ ହେବେ? ଥାଲାପଥି ବିଜୟଙ୍କ ଦଳ, ଟିଭିକେ, କିପରି ସରକାର ଗଠନ କରିପାରିବ? ଟିଭିକେକୁ…

ହର୍ମୁଜ ପ୍ରଣାଳୀରେ ସଂଘର୍ଷ… ଆମେରିକା ୬ଟି ଇରାନୀ ଡଙ୍ଗା ନଷ୍ଟ କରିଥିବା ଦାବି; IRGC କହୁଛି…

ତେହରାନ,୫।୫: ଆମେରିକା ସେନା ଛଅଟି ଛୋଟ ଇରାନୀ ଡଙ୍ଗାକୁ ନଷ୍ଟ କରିଥିବା ଦାବି କରିଛି। ଏହା ସହିତ, ଏହା କହିଛି ଯେ ଏହା ସଫଳତାର ସହ ଇରାନୀ…

ବଙ୍ଗରେ କିପରି ଭୁଶୁଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ: କ୍ଷମତା ହରାଇବାର ୫ ବଡ଼ କାରଣ, ଜାଣନ୍ତୁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୦୬ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ହେବ ଯେତେବେଳେ ଭାଜପା ରାଜ୍ୟରେ ସରକାର ଗଠନ…

ବାପଘରୁ ଜମି ଆଣିବାକୁ ବୋହୂକୁ ନିର୍ଯାତନା, ସହିନପାରି ଜୀବନ ହାରିଲେ ମା’ ଝିଅ

ମୁମ୍ବାଇ,୫।୫: ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ମା’ ଏବଂ ଝିଅ ଯୌତୁକ ପାଇଁ ଲୋଭୀ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ହେଉଥିବା ନିର୍ଯାତନାରୁ ହତାଶ ହୋଇ ଆତ୍ମହତ୍ୟା…

ଗଡ଼ ଜିତିଲା ଭାଜପା, ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ଅଛନ୍ତି…

କୋଲକାତା,୫।୫: ପଶ୍ଚିମବଙ୍ଗରେ, ଭାଜପା ଟିଏମସିକୁ ପରାସ୍ତ କରି ଏକ ବିସ୍ମୟକର ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ, ବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ନାମ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri