ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ଆନନ୍ଦପୁର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜର ଦୁଇଟି ଗେଟ୍‌ ସୋମବାର ମଧ୍ୟାହ୍ନରେ ଖୋଲାଯାଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୪ ଇଞ୍ଚ ଏହି ଦୁଇଟି ଗେଟ୍‌ ଖୋଲାଯାଇଥିବା ଯୋଗୁ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ କୌଣସି ବିପଦ ସମ୍ଭାବନା ନ ଥିବା ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ମିଳିଛି। ଏହା ସତ୍ତ୍ୱେ ପୂର୍ବ ଦିନ ଡାକବାଜି ଯନ୍ତ୍ର ଯୋଗେ ଦିନ ୧୦ରୁ ନଦୀକୁ ପ୍ରବେଶ କରିବା ପାଇଁ କୁହାଯାଇଥିଲା। ନବନିର୍ମିତ ଏହି ବ୍ୟାରେଜ ପ୍ରକଳ୍ପର ଜଳଧାରଣ କ୍ଷମତା ଓ କେନାଲ ଦେଇ ଜଳସେଚନ ପ୍ରକ୍ରିୟାର ପରୀକ୍ଷଣ ପାଇଁ ଗତ ଏକ ମାସ ହେବ ସମସ୍ତ ଗେଟ୍‌ ବନ୍ଦ କରାଯାଇ ଏହି ପରୀକ୍ଷା କରାଯାଇଥିଲା। ବ୍ୟାରେଜର ରିଜର୍ଭ ଲେଭଲ୍‌ ୪୪ ମି. ରହିଥିବାବେଳେ ଆଜି ୪୨.୭ମି. ଜଳ ପତ୍ତନ ରହିଥିଲା। କେନାଲ କାମ ଓ ଆଡିବନ୍ଧ କାମ ବାକି ରହିଯାଇଥିବାରୁ ସଂରକ୍ଷିତ ସମସ୍ତ ଜଳକୁ ଧୀରେ ଧୀରେ ନିଷ୍କାସନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଆନନ୍ଦପୁର ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଶକ୍ତି ଦେଖି ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ,୧୨।୬: ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଉପରେ ପାକିସ୍ତାନ ଅସ୍ବସ୍ତିର ସଙ୍କେତ ଦେଖାଉଛି। ପଡ଼ୋଶୀ ଦେଶ ଏତେ ବିଚଳିତ ଯେ ସେ ପରିସ୍ଥିତି ଉପରେ ଖୋଲାଖୋଲି ଭାବରେ…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

ଏଲୋନ ମସ୍କଙ୍କ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିବ ଇରାନ; ଟାର୍ଗେଟ ତାଲିକା ପ୍ରସ୍ତୁତ – କ’ଣ କରିବେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୧୨।୬: ଇରାନ ଚେତାବନୀ ଦେଇଛି ଯେ ସେ ମଧ୍ୟପ୍ରାଚ୍ୟରେ ଥିବା ଏଲୋନ ମସ୍କଙ୍କ ସମସ୍ତ ବ୍ୟବସାୟିକ ସ୍ବାର୍ଥକୁ ବୈଧ ସାମରିକ ଲକ୍ଷ୍ୟ ବୋଲି ବିବେଚନା କରେ। ଏକ…

ଉପୁଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ: ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

ୟୁସୁଫ ପଠାନ, ସାୟୋନି ଘୋଷ, ଶତାବ୍ଦୀ ରୟ… ଆସିଲା ୧୯ ଜଣ ବିଦ୍ରୋହୀ ଟିଏମସି ଏମପିଙ୍କ ତାଲିକା

କୋଲକାତା,୧୨।୬: ତୃଣମୂଳ କଂଗ୍ରେସ ଭିତରେ ଚାଲିଥିବା ରାଜନୈତିକ ବିଭ୍ରାଟ ମଧ୍ୟରେ, ଏହାର ୨୦ ଜଣ ଏମପିଙ୍କ ମଧ୍ୟରୁ ୧୯ ଜଣ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି…

ପେଟ୍ରୋଲ-ଡିଜେଲ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି,ଏମାନଙ୍କୁ ପେଟ୍ରୋଲ ପମ୍ପରୁ ମିଳିବନି ତେଲ

ନୂଆଦିଲ୍ଲୀ,୧୨।୬: ଦେଶରେ ଇନ୍ଧନ ବିକ୍ରୟ ଏବଂ ବଣ୍ଟନ ସମ୍ପର୍କରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ଦୋକାନରେ…

ଇରାନ ଉପରେ ଆକ୍ରମଣକୁ ରଦ୍ଦ କଲା ଆମେରିକା, କହିଲା ଖୁବ ଶୀଘ୍ର ଖୋଲିବ ଷ୍ଟ୍ରେଟ ଅଫ ହର୍ମୁଜ

ଓ୍ବାଶିଂଟନ,୧୨।୬: ଆମେରିକା ଗୁରୁବାର ରାତି ପାଇଁ ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ବାତିଲ କରିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ ଆଜି ରାତି (ଗୁରୁବାର) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri