Posted inଜାତୀୟ

ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ରାଞ୍ଚି, ୨।୬: ଝାଡ଼ଖଣ୍ଡ ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଏସଏସ୍‌ବି ଯବାନ ଶହୀଦ୍‌ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ଜଣେ ଏସଏସ୍‌ବି ଯବାନ ରାଜେଶ ରାୟଙ୍କୁ ହେଲିକପ୍ଟରରେ ଚିକିତ୍ସା ଲାଗି ରାଞ୍ଚି ପଠାଯାଇଛି। ରାଣୀଶ୍ୱରୀ ଥାନା ଅନ୍ତର୍ଗତ କଟାଳିଆରେ ହୋଇଥିବା ଏହି ଘଟଣାରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ଭାଜପା ସାଂଗଠନିକ ସ୍ତରରେ ବଡ଼ଧରଣର ଅଦଳବଦଳ: ୪ ରାଜ୍ୟ ପାଇଁ ନୂଆ ସଭାପତି ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାଜପା ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୁରୁବାର ଦଳ ୪ଟି ରାଜ୍ୟରେ ରାଜ୍ୟ ସଭାପତିଙ୍କ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ ବୀରେନ୍ଦ୍ର…

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ,୨୮।୫: ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

ଭାରତ-ଚାଇନା ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା! ସେନା ବେସ୍‌ରେ ବଡ଼ ହଲଚଲ,ଚମକାଇଲା IISSର ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଏବଂ ଚାଇନା ସହିତ ସୀମା ବିବାଦ ଦଶନ୍ଧି ଧରି ଜାରି ରହିଛି। ପାକିସ୍ତାନ ବିରୋଧରେ ପୂର୍ୱରୁ ଅନେକ ଯୁଦ୍ଧ ହୋଇସାରିଛି।…

ପଦ ଛାଡ଼ିଲେ ମୁଖ୍ୟମନ୍ତ୍ରୀ: ପ୍ରାତଃଭୋଜନ ବୈଠକରେ କଲେ ଘୋଷଣା

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ପଦ ଛାଡିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି ଘୋଷଣା…

ସିଦ୍ଦାରାମାୟା ନା ଶିବକୁମାର କିଏ ଅଧିକ ଧନୀ? ଜାଣନ୍ତୁ ନେଟଓ଼୍ବର୍ଥ ରେସ୍‌ରେ କିଏ ଆଗରେ…

ବେଙ୍ଗାଲୁରୁ,୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସ ଶେଷରେ ଶେଷ ହୋଇଛି। ସୂତ୍ର ଅନୁଯାୟୀ, ସିଦ୍ଦାରାମାୟା ଆଜି ମେ 28 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

ମଝି ନଦୀରେ ବୁଡ଼ିଗଲା ଡଙ୍ଗା: ୧୪ ରୁ ୧୫ ଜଣ କରୁଥିଲେ ଯାତ୍ରା

ପାଟନା,୨୮।୫: ପାଟନା ଜିଲାର ଉମାନାଥ ଗଙ୍ଗା ଘାଟରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଚାଷୀମାନେ ଦିଆରା ଅଞ୍ଚଳକୁ ଜୀବିକା ନିର୍ବାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri