Posted inଖେଳ

ଜାତୀୟ ପାରାଲିମ୍ପିକ୍‌ କମିଟି ବାସନ୍ଦ ପରେ ବିଶ୍ୱକପ ଆୟୋଜନକୁ ନେଇ ସଙ୍କଟ

ବିଶାଖାପାଟଣା,୪ା୨: ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପାରାଲିମ୍ପିକ୍‌ କମିଟିକୁ ବାସନ୍ଦ କରାଯିବା ପରେ ଭାରତରେ ହେବାକୁ ଥିବା ପାରା ଶୁଟିଂ ବିଶ୍ୱକପର ଆୟୋଜନକୁ ନେଇ ଏବେ ସଙ୍କଟ ଦେଖାଦେଇଛି।

ଠିକ୍‌ ସମୟରେ ନିର୍ବାଚନ ନ ହେବା କାରଣରୁ ଶନିବାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପାରାଲିମ୍ପିକ୍‌ କମିଟିକୁ ବାସନ୍ଦ କରାଯାଇଥିଲା। ମାର୍ଚ୍ଚ ୬-୧୫ ମଧ୍ୟରେ କାର୍ନି ସିଂ ଶୁଟିଂ ରେଞ୍ଜରେ ଶୁଟିଂ ବିଶ୍ୱକପ ହେବାର କାର୍ଯ୍ୟକ୍ରମ ରହିଥିଲା। ଟୁର୍ନାମେଣ୍ଟରେ ୨୪ ପାରାଲିମ୍ପିକ୍ସ କୋଟା ମଧ୍ୟ ସାମିଲ ଥିଲା। ୫୨ ଦେଶର ୫୦୦ରୁ ଅଧିକ ଶୁଟର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ନୂତନ କାର୍ଯ୍ୟକାରୀ କମିଟି ଗଠନ ପରେ ଟୁର୍ନାମେଣ୍ଟ ଆୟୋଜନ ହୋଇପାରିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ତଣ୍ଟି ଚିପିପାରେ ହର୍ମୁଜ ସଙ୍କଟ, ବିଶ୍ୱର ଜୀବନ ରେଖା ଉପରେ ଘନଉଛି ବିପଦ

ତେହରାନ,୭।୫: ପଶ୍ଚିମ ଏସିଆର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ କରିଡର ଆଉ କେବଳ ଏକ ବାଣିଜ୍ୟ ପଥ ନୁହେଁ; ଏହା ବିଶ୍ୱ ଶକ୍ତି ସଂଘର୍ଷର ଏକ ବିସ୍ଫୋରକ କେନ୍ଦ୍ରରେ…

‘ମୋ’ ଅବସ୍ଥା ଦେଖିନିଅ, ଭୁଲ୍‌ରେ ବିବାହ କରନି…’ ପୋଷ୍ଟର ଧରି ବସିଛନ୍ତି ସ୍ବାମୀ, ନର୍କ ହୋଇଯାଇଛି… 

ହାଜିପୁର,୭।୫: ସାଧାରଣତଃ ବିବାହକୁ ଜୀବନର ଏକ ନୂଆ ଏବଂ ସୁନ୍ଦର ଆରମ୍ଭ ବୋଲି କୁହାଯାଏ। କିନ୍ତୁ ବିହାରର ବୈଶାଳୀ ଜିଲା ହାଜିପୁରରୁ ଏଭଳି ଏକ ଘଟଣା ସାମ୍ନାକୁ…

ଭାଜପା ଛାଡିଲେ ଚିରାଗ ପାଶଓ୍ବାନ! କହିଲେ ଏକେଲା ଲଢିବେ ନିର୍ବାଚନ

ନୂଆଦିଲ୍ଲୀ,୭।୫: ପଞ୍ଜାବ ରାଜନୀତିରେ ଏକ ସାହସିକ ପଦକ୍ଷେପ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବରେ ଲଢ଼ିବ…

ଇରାନ ସହ ଯୁଦ୍ଧ ମଧ୍ୟରେ ଖୋଲିଲା ଟ୍ରମ୍ପଙ୍କ ଭାଗ୍ୟ!

ତେହରାନ,୭।୫: ଇରାନ ସହିତ ବଢୁଥିବା ଉତ୍ତେଜନା ଏବଂ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ଆମେରିକା ପାଇଁ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଖବର ଆସିଛି। ଆମେରିକୀୟ ମାଟି ତଳେ…

ଟ୍ରେନ୍‌ ଆଗକୁ ଆସି ଜୀବନ ହାରିଦେଲେ ଆଇଟିଆଇ ଛାତ୍ରୀ, ଟ୍ରାକ୍‌ରେ ପଡ଼ିଛି…

ବ୍ରହ୍ମପୁର,୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସରକାରୀ ରେଳବାଇ ଥାନା(ଜିଆରପି) ଅନ୍ତର୍ଗତ ଆମ୍ବପୁଆ ରେଳଫାଟକ ନିକଟରେ ଗୁରୁବାର ଜଣେ ଆଇଟିଆଇ ଛାତ୍ରୀ ଟ୍ରେନ୍‌ ଆଗକୁ ଆସି…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଏପରି ହୋଇଥିଲା ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଫୁଟେଜ୍ ବୁଧବାର ରାତି ୧୦ଟା୦୮ ସମୟର…

ଫିଲ୍ମ ଜଗତରୁ ବ୍ରେକ୍‌ ନେଲେ ଅକ୍ଷୟ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ସବୁଠାରୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ ଅକ୍ଷୟ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ନାହିଁ। ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ଆଗାମୀ ଫିଲ୍ମର କେରଳ କାର୍ଯ୍ୟସୂଚୀ ସମାପ୍ତ…

ଏହି ୪ ରାଶିରେ ମେ ୧୧ରୁ କାଳସର୍ପ ଯୋଗ: ହୋଇଯାନ୍ତୁ ସାବଧାନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତି ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥର ମେ ମାସରେ ମହାକାଶରେ ଏକ ସ୍ବର୍ଗୀୟ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri