Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ ଏବେ ବି ଚୁଲିରେ ରୋଷେଇ କରୁଛନ୍ତି, ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଭାରତୀୟ କ୍ରିକେଟରଙ୍କୁ କୋଟି କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ। ଆଇପିଏଲ ଆରମ୍ଭ ହେବା ପରଠାରୁ ଖେଳାଳିମାନେ ଆଗ ଅପେକ୍ଷା ଆହୁରି ଅଧିକ ରୋଜଗାର କରୁଛନ୍ତି। କିନ୍ତୁ ଜାଣିଛନ୍ତି, ଭାରତୀୟ ଦଳ ପାଇଁ ଦୀର୍ଘ ୨୦ ବର୍ଷ  କ୍ରିକେଟ ଖେଳିଥିବା ହରଭଜନ ସିଂଙ୍କ ସ୍ତ୍ରୀ ଗୀତା ବାସ୍ରା ଆଜି ବି ଚୁଲିରେ ରୋଷେଇ କରନ୍ତି। ହରଭଜନ  ଜଳନ୍ଧରର ଏକ ଗରିବ ପରିବାରରୁ ଆସିଥିଲେ। ସେ ଛୋଟ ଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ଘରର ବୋଝ ହରଭଜନଙ୍କ ଉପରେ ପଡିଥିଲା। ବହୁ ସଂଘର୍ଷ ଭିତରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତାଙ୍କୁ ଚୁଲି ରୋଷେଇ ଖାଦ୍ୟ ପସନ୍ଦ ଆସୁଥିବାରୁ ଗୀତା ଯେବେ ବି ଜଳନ୍ଧର ଯାନ୍ତି ତାଙ୍କୁ ଚୁଲିରେ ରୋଷେଇ କରି ଖାଇବାକୁ ଦିଅନ୍ତି ବୋଲି ହରଭଜନ କହିଛନ୍ତି। ୨୦୧୫ ହରଭଜନ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକମାତ୍ର ଝିଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ା ଖଣି ଅଞ୍ଚଳରେ ପ୍ରବଳ ଜାଡ଼ ପରେ ତୁଷାରପାତ

ଯୋଡ଼ା,୧୦ା୧(ମାନସ ମହାନ୍ତି): କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ, ଖଣି ଅଞ୍ଚଳ ଭାବେ ପରିଚିତ ଏହି ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଛି ତୁଷାରପାତ। ଏକ ସପ୍ତାହ ଧରି...

ବରଗଡ଼ର ସୁନା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକାତା ପୋଲିସ, ସୁନା ଆଣି ଟଙ୍କା ନ ଦେବାରୁ…

ବରଗଡ଼,୧୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣେ ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାକୁ କୋଲକତା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,...

ଅସହ୍ୟ ଥଣ୍ଡା, ଜାଡ଼ରେ ଥରୁଛି ପାଟଣା: ତୁଷାରପାତରେ…

ପାଟଣା,୧୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାର ପଡା ବ୍ଲକ ଅଞ୍ଚଳରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡ ଯୋଗୁ...

ବିଶ୍ୱର ସବୁଠାରୁ ଗରିବ କ୍ରିକେଟ ବୋର୍ଡ: ବିଶ୍ୱଚାମ୍ପିୟନ ଖେଳାଳିଙ୍କ ଦରମା ଜାଣିଲେ ହୋଇଯିବ ଚକିତ

ନୂଆଦିଲ୍ଲୀ,୧୦।୧: ସାରା ବିଶ୍ୱରେ କ୍ରିକେଟ ବୋର୍ଡଗୁଡ଼ିକ ICC ଅଧୀନରେ ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ହୁଏ। ଏହି ବୋର୍ଡଗୁଡ଼ିକ ସେମାନଙ୍କ ନିଜ ନିଜ ଦଳଗୁଡ଼ିକୁ ପରିଚାଳନା...

ପୁଟିନଙ୍କୁ ବାନ୍ଧିବେ କି ଟ୍ରମ୍ପ: ଜବାବ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୧୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏହି ସଂଘର୍ଷକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛି।...

କୁଲଦୀପଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ:ମାଲଖମ୍ବ କୁସ୍ତିକୁ ଦର୍ଶକଙ୍କ ପସନ୍ଦ

ଦାରିଙ୍ଗବାଡି,୧୦।୧(ଅରୁଣ ସାହୁ):ଶୀତ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ଦର୍ଶକ ସଙ୍ଗୀତ,ନୃତ୍ୟ, ଓଡିଶୀ, ମାଲଖମ୍ବ ଆଦିର ମଜା ନେଲେ। ଦିତୀୟ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା କୁଲଦୀପ ପଟ୍ଟନାୟକଙ୍କ...

ବ୍ଲକ ପ୍ରଶାସନ ଉପରେ ବର୍ଷିଲା କଳାକାର ସଂଘ: ଦେଲା ଏମିତି ଚେତାବନୀ, କଳାକାର ଭତ୍ତା ବନ୍ଦ ହେଲେ…

ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି...

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା…

ଭୁବନେଶ୍ୱର,୧୦।୧: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି। ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri