ଏହି ଚାଉଳ ଖାଇଲେ ବଢ଼େ ଡାଇବେଟିସ୍‌…

ଧଳା ଚାଉଳ ଭାତ ଖାଇବାକୁ କେତେକ ଭଲ ପାଆନ୍ତି। ଏହା ରୁଚିକର। କିନ୍ତୁ ଧଳା ଚାଉଳ ଡାଇବେଟିସ୍‌ ଟାଇପ୍‌-୨ ବୃଦ୍ଧି କରିଥାଏ। ଦିନକୁ ୧୬୦ ଗ୍ରାମ୍‌ ଧଳା ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କଠାରେ ଡାଇବେଟିସ୍‌ ଟାଇପ୍‌-୨ ପ୍ରାୟ ୧୧ ଶତକଡ଼ା ବୃଦ୍ଧି ହୋଇଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଧଳା ଚାଉଳରେ ଅଧିକ ସୁଗାର ଅଂଶ ରହିବା ଯୋଗୁ ଏହା ରକ୍ତରେ ଗ୍ଲୁକୋଜ୍‌ ମାତ୍ରା ବୃଦ୍ଧି କରାଏ। ଫଳରେ ନିୟମିତ ଏହାକୁ ଖାଇଲେ ଡାଇବେଟିସ୍‌ ସମସ୍ୟାକୁ ବଢ଼ିଥାଏ। ଏହା ହାଇବ୍ରିଡ୍‌ ଚାଉଳ ହୋଇଥିବାରୁ ଏହାକୁ ଖାଇବା ପରେ ଅତି ଶୀଘ୍ର ହଜମ ହୋଇ ଭୋକ ହୁଏ। ଫଳରେ ଖାଇବା ପରିମାଣ ବଢ଼ିଥାଏ। ଏହାଯୋଗୁ ମେଦବହୁଳତା ହେବାର ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଅମର ହେବେ ପୁଟିନ! ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷିଆର ମାଷ୍ଟର ପ୍ଲାନ, ଖର୍ଚ୍ଚ ହେବ ଏତେ ଟଙ୍କା, ଜାଣିଲେ…

ବେଜିଂ,୨୯।୫: ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ସାମ୍ନାକୁ ଆସିଥିବା ଶି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ଏକ ଲିକ ଅଡିଓ, ଆୟୁଷ ବଢ଼ାଇବା ବିଷୟକୁ ନେଇ ସାରା…

ଚେତାବନୀ ଦେଲା WMO, ଆସନ୍ତା ୫ ବର୍ଷରେ ବିଶ୍ୱରେ ରେକର୍ଡ କରିବ…

ଜେନେଭା,୨୯ା୫: ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ। ଏମିତି ଏକ ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO)। ୨୦୨୬ରୁ ୨୦୩୦ ମଧ୍ୟରେ…

ଏହି ଦେଶକୁ ଉଡ଼ାଇଦେବାକୁ ଧମକ ଦେଲେ ଟ୍ରମ୍ପ: ସାରା ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୨୯ା୫:ହର୍ମୁଜ୍‌ ପ୍ରଣାଳୀକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ତୁଟି ନ ଥିବାବେଳେ ଏବେ ଓମାନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି।…

ଏଲପିଜି କିମ୍ବା ତେଲ ନୁହେଁ – ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଛି ନୂଆ ସଙ୍କଟ; ଫସି ରହିଛି ୧୭ ଭାରତୀୟ ଜାହାଜ

ତେହରାନ,୨୯।୫: ପଶ୍ଚିମ ଏସିଆରେ ଉତ୍ତେଜନା ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛି। ତେଲ ଏବଂ ଗ୍ୟାସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଗୁରୁତର ଭାବରେ…

ଆମେରିକା-ଇରାନ ଯୁଦ୍ଧବିରତି ୬୦ ଦିନ ପାଇଁ ବୃଦ୍ଧି: ପରମାଣୁ ପ୍ରସଙ୍ଗ ସମେତ କେଉଁ ପ୍ରସଙ୍ଗରେ ହେଲା ସହମତ ଜାଣନ୍ତୁ

ତେହରାନ,୨୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ପ୍ରମୁଖ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଉଭୟ ରାଷ୍ଟ୍ର ଯୁଦ୍ଧବିରତିକୁ ୬୦ ଦିନ ପାଇଁ…

ଇଦ୍‌ ବଳିରୁ ବର୍ତ୍ତିଲା ‘ଡୋନାଲ୍ଡ ଟ୍ରମ୍ପ୍‌’: ପୂରା ଘଟଣା ଜାଣିଲେ…

ଢାକା, ୨୯ା୫ (ପି.ଟି.):ବାଂଲାଦେଶରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଇଦ୍‌ ପର୍ବ ଅବସରରେ ବଳି (କୁରବାନୀ) ପାଇଁ ପ୍ରସ୍ତୁତ ହୋଇଥିବା ‘ଡୋନାଲ୍ଡ ଟ୍ରମ୍ପ’ ନାମକ ବିରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri