Posted inଫୁରସତ

ଏମିତି ଏକ ମନ୍ଦିର ଯେଉଁଠି ଆପଣାଛାଏ ବଢୁଛି ମୂର୍ତ୍ତି

ପ୍ରକୃତି ନିଜ ଗର୍ଭରେ ଏମିତି କିଛି ରହସ୍ୟ ଲୁଚାଇ ରଖିଛି, ଯାହାର ସମାଧାନ ରାସ୍ତା ଖୋଜିବାରେ ବୈଜ୍ଞାନିକ ବି ବିଫଳ। ଏଭଳି ଏକ ରହସ୍ୟମୟ ଘଟଣା ଘଟୁଛି ଆନ୍ଧ୍ରପ୍ରଦେଶର ୟାଗନ୍ତୀ ଶିବ ମନ୍ଦିରରେ। ମନ୍ଦିରଟି ଦେଶରେ ଐତିହାସିକ ଐତିହ୍ୟର ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି। ମନ୍ଦିରର ନିର୍ମାଣଶୈଳୀ ଯେତିକି ଅଦ୍ଭୁତ ସେତିକି ରହସ୍ୟମୟ। ତେବେ ସବୁଠୁ ବଡ଼ ରହସ୍ୟ ଲୁଚିରହିଛି ଏଠାରେ ଥିବା ନନ୍ଦୀ ମୂର୍ତ୍ତିରେ। କୁହାଯାଏ, ମନ୍ଦିରରେ ମହଜୁଦ୍‌ ନନ୍ଦୀ ମହାରାଜଙ୍କ ପ୍ରତିମା ଲଗାତର ରହସ୍ୟମୟ ଭାବେ ବିଶାଳକାୟ ଆକାର ଧାରଣ କରୁଛି। ଏଥିପାଇଁ ୟାଗନ୍ତୀ ମହେଶ୍ୱର ମନ୍ଦିର ବେଶ୍‌ ଚର୍ଚ୍ଚାରେ ରହିଛି। ନନ୍ଦୀ ମହାରାଜଙ୍କ ପ୍ରତିମାକୁ ନେଇ ମାନ୍ୟତା ରହିଛି ଯେ, ଏମିତି ଗୋଟିଏ ଦିନ ଆସିବ ଯେତେବେଳେ ନନ୍ଦୀ ମହାରାଜ ଜୀବିତ ହୋଇଉଠିବେ। ତାଙ୍କ ଜୀବିତ ହେବା ପରେ ସଂସାରରେ ମହାପ୍ରଳୟ ଆସିବ ଏବଂ କଳିଯୁଗର ଅନ୍ତ ହେବ। ଘଟଣା ସମ୍ପର୍କରେ, ମନ୍ଦିର ପୂଜାରୀ କିମ୍ବା ସ୍ଥାନୀୟ ବାସିନ୍ଦା କେହି କିଛି ବୁଝି ପାରୁନାହାନ୍ତି। ଏହି ରହସ୍ୟ ଏବେ ସଭିଙ୍କ ମନରେ ଭୟ ଜାଗ୍ରତ କରିବାରେ ଲାଗିଲାଣି। ତଥାପି ବିଶାଳକାୟ ନନ୍ଦୀ ପ୍ରତିମାକୁ ଦେଖିବାକୁ ପ୍ରତିଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri