ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶର କେତେକାଂଶରେ ଶସ୍ୟଖୁଣ୍ଟା ଓ ଅବଶେଷାଂଶ ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କଟକଣା ଲଗାଯାଇଛି। ତଥାପି କୃଷକମାନେ ବହୁ ସ୍ଥାନରେ ନଡ଼ା ପୋଡୁଛନ୍ତି। ଏଭଳି ଅଭ୍ୟାସରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଦିଲ୍ଲୀର ଇଞ୍ଜିନିୟର ଅର୍ପିତ ଘୁପର ଏକ ନୂଆ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କଠାରୁ ନଡ଼ା କିଣି ଥର୍ମୋକୁଲ ଓ ମାଟିରେ ମିଶିପାରୁଥିବା ବିକଳ୍ପ ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ଅର୍ପିତଙ୍କ ବୟସ ୩୦। ସେ ୨୦୧୯ରେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କୁ ନଡ଼ା ପୋଡ଼ି ସମସ୍ୟା ସମାଧାନ କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସେ ‘ଧରାକ୍ଷା ଇକୋ ସଲ୍ୟୁଶନ’ ଷ୍ଟାର୍ଟଅପ୍ ମାଧ୍ୟମରେ ଏହା କରୁଛନ୍ତି। ଏହି ଷ୍ଟାର୍ଟଅପ୍ ଦ୍ୱାରା ଏବେସୁଦ୍ଧା ପଞ୍ଜାବ ଓ ହରିୟାଣାରେ ୨୫୦ଟନ୍ ନଡ଼ା ପୋଡ଼ି ରୋକିବାରେ ସକ୍ଷମ ହୋଇପାରିଛନ୍ତି। ଅର୍ପିତ ପ୍ରତି ଏକରରୁ ନଡ଼ା ସଂଗ୍ରହ କରି ସେ ବାବଦରେ ୫୦୦ ଟଙ୍କା ଦେଉଛନ୍ତି। ଗତ ବର୍ଷ ଅର୍ପିତ ଏହି ଷ୍ଟାର୍ଟଅପ୍ ମାଧ୍ୟମରେ ୨୫ ଲକ୍ଷ ଟଙ୍କା କାରବାର କରିଛନ୍ତି।
ମହେନ୍ଦ୍ରଗିରିର ଶିବ ମହିମା
ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…
ଦେଶଭକ୍ତି ଚିନ୍ତା
ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍’କୁ…
ମୁଁ ଗୋଟିଏ ଗାଈ
ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…
ଆମକୁ ଯାହା ଲଜ୍ଜା ନାହିଁ
ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…
ବିକଳ୍ପ ଶେଷ
ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍ କରି ଆଇଏଏସ୍ କିମ୍ବା ଆଇଏଫ୍ଏସ୍ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…
ଏଇ ଭାରତରେ
ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍କାତାଠାରୁ ୭୨ କି.ମି.…
ରେଡିଓ: ମନର କଥା କହେ
ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…
ଆସ୍ଥାର ବଜାରୀକରଣ
ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…
Archives

