ଆଜି କ୍ୟାବିନେଟ୍‌, ୪ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବାକୁ ଥିବାବେଳେ ଏଥିରେ ମୋଟ ୪ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ମିଳିଥିବା ସୂଚନା ମୁତାବକ, ପଞ୍ଚାୟତିରାଜ, ଅର୍ଥ, କୃଷି ବିଭାଗରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ରେ ମୋହର ବାଜିବ ବୋଲି ସୂତ୍ରରୁ ଜଣାପଡିଛି। ସା ପୂର୍ବରୁ ଆହୁରି କିଛି ପ୍ରସ୍ତାବ ଆସିପାରେ ବୋଲି ମଧ୍ୟ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଉଠିଲା ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବି

ବଞ୍ଚୋ,୨୫ା୨(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବା ସତ୍ତ୍ୱେ ଏହା ଅବହେଳିତ ହୋଇରହିଛି। ଦୁଇ…

ମା’-ବାପାଙ୍କୁ ଅବହେଳା କରିବା ପଡିବ ମହଙ୍ଗା, ପୋଲିସର ସୁରକ୍ଷା ବଳୟରେ ରହିବେ ସିନିୟର ସିଟିଜେନ

କଟକ,୨୫।୨: ଏଣିକି ଓ ପୋଲିସର ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରହିବେ ବୃଦ୍ଧ ପିତାମାତା। ସିନିୟର ସିଟିଜେନଙ୍କୁ ଓଡ଼ିଶା ପୋଲିସ ସୁରକ୍ଷା ଦେବ । ଏଥିପାଇଁ ହାଇକୋର୍ଟ…

ଫାଇଲ ତଳେ ଚାପି ହୋଇଛି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ମୁନ୍ଦେ ପାଇଁ…

ମହାକାଳପଡ଼ା,୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବରକନ୍ଧା ପଞ୍ଚାୟତ ସ୍ଥାନୀୟ ତେନ୍ତୁଲି କନ୍ଧା ଗାଁରେ ପାଣି ମୁନ୍ଦେ ପାଇଁ ଠାକୁରାଣୀଙ୍କ ଚନ୍ଦନ…

ଜଣଙ୍କୁ ସାଇକେଲରୁ ଟାଣି ନେଇ ଦଳିଦେଲା ହାତୀ, ଆଉ ଜଣଙ୍କୁ ବାଡ଼ିପଟୁ ଭିଡ଼ିନେଇ…

ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ…

ପ୍ରଥମଥର ଟି୨୦ ବିଶ୍ୱକପରେ ଘଟିଲା ଏମିତି: ବ୍ରୁକ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୫।୨: ପାକିସ୍ତାନ ବିପକ୍ଷରେ ହ୍ୟାରି ବ୍ରୁକ ଏକ ଐତିହାସିକ ଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ…

ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାଶ୍‌କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ବିମାନରେ ନ ଥିଲା…

ରାଞ୍ଚି,୨୫ା୨: ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାଶ୍‌କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ। ଦୁର୍ଘଟଣାଗ୍ରସ୍ତ ବିମାନରେ ବ୍ଲାକ୍‌ ବକ୍ସ ନ ଥିଲା। ବ୍ଲାକ ବକ୍ସ ନ ଥିବା ସ୍ପଷ୍ଟ…

ପାକିସ୍ତାନ ପ୍ରଧାନମନ୍ତ୍ରୀ କାକୁତିମିନତି ପରେ… ଅପରେଶନ ସିନ୍ଦୂରକୁ ନେଇ ପ୍ରଥମଥର ଏମିତି କଥା କହିଦେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଅପରେଶନ ସିନ୍ଦୂରକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ଦେଇ କହିଛନ୍ତି, ଭାରତ ସହ…

NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…

ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri