Posted inଖେଳ

ଆଇପିଏଲ: ରିଲିଜ୍‌ ହୋଇଥିବା ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣ ପାଇଁ ଆସନ୍ତା ମାସରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ଦଳଗୁଡିକ କେତଜଣ ଖେଳାଳିମାନଙ୍କୁ ରିଲିଜ୍‌ କରିଛନ୍ତି। ରିଲିଜ ହୋଇଥିବା ଖେଳଳିମାନଙ୍କ ତାଲିକା ନିମ୍ନରେ ଦିଆଗଲା।
ଚେନ୍ନାଇ ସୁପର କିଙ୍ଗ୍ସ:
ଚୈତନ୍ୟ ବିଷ୍ନୋଇ, ଡେଭିଡ ଓ୍ବିଲି, ଧ୍ରୁବ ସୋରେ, ମୋହିତ ଶର୍ମା, ସାମ ବିଲିଙ୍ଗ୍ସ, ସ୍କଟ କୁଗେଲେଜିନ।
ଦିଲ୍ଲୀ କ୍ୟାପିଟାଲ୍ସ:
ଅଙ୍କୁଶ ବେନ୍ସ, ବନ୍ଦାରୁ ଆୟାପ୍ପା, କ୍ରିସ୍‌ ମୋରିସ୍‌, କଲିନ ଇନ୍‌ଗ୍ରାମ, କଲିନ ମୁନରୋ, ହନୁମା ବିହାରୀ, ଜଲାଜ ସାକସେନା, ମଞ୍ଜୋତ କଲ୍‌ରା, ନାଥୁ ସିଂ।
କିଙ୍ଗ୍ସ ଏକାଦଶ ପଞ୍ଜାବ:
ଅଗ୍ନିବେଶ ଆୟାଚି, ଆଣ୍ଡ୍ର୍ୟୁ ଟାଏ, ଡେଭିଡ ମିଲର, ମୋଇସେସ ହେନେରିକ୍ସ, ପ୍ରଭସିମରନ ସିଂ, ସାମ କୁରାନ, ବରୁଣ ଚକ୍ରବର୍ତ୍ତୀ।
କୋଲକାତା ନାଇଟ ରାଇଡର୍ସ:
ଅନରିଚ ନୋର୍ଜ, କାର୍ଲୋସ ବ୍ରାଥଓ୍ବେଟ, କ୍ରିସ୍‌ ଲିନ୍‌, ଜୋ ଡେନଲୀ, କେ.ସି. କାରିଆପ୍ପା, ମ୍ୟାଟ୍‌ କେଲି, ନିଖିଲ ନାଏକ, ପୀୟୂଷ ଚାଓ୍ବଲା, ପୃଥିରାଜ ୟାରା, ରବିନ୍‌ ଉଥାପ୍ପା, ଶ୍ରୀକାନ୍ତ ମୁଣ୍ଡେ।
ମୁମ୍ବାଇ ଇଣ୍ଡିଆନ୍ସ:
ଆଡାମ ମିଲନେ, ଅଲଜାରି ଜୋସେଫ, ବରିନ୍ଦର ସରନ, ବେନ୍‌ କଟିଂ, ବେଉରାନ ହେଣ୍ଡ୍ରିକ୍ସ, ଏଭିନ ଲିୟୁସ୍‌, ଜାସନ ବେହରେନଡର୍ଫ, ପଙ୍କଜ ଜୟସ୍ବାଲ, ରସିକ ଦାର, ଯୁବରାଜ ସିଂ।
ରାଜସ୍ଥାନ ରୟାଲ୍ସ:
ଆର୍ଯ୍ୟମାନ ବିର୍ଲା, ଅଷ୍ଟନ ଟର୍ନର, ଇଶ୍‌ ସୋଧୀ, ଜୟଦେବ ଉନାଡକଟ, ଲିୟମ ଲିଭିଂଷ୍ଟୋନ, ଓଶେନ ଥାମାସ, ପ୍ରଶାନ୍ତ ଚୋପ୍ରା, ରାହୁଲ ତ୍ରିପାଠୀ, ଶୁଭମ ରଞ୍ଜାନେ, ଷ୍ଟୁଆର୍ଟ ବିନ୍ନି, ସୁଧେସାନ ମିଧୁନ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
ଆକାଶଦୀପ ନାଥ, କଲିନ ଡି ଗ୍ରାଣ୍ଡହୋମ, ଡେଲ ଷ୍ଟେଇନ୍‌, ହେନରିଚ କ୍ଲାସେନ, ହିମତ ସିଂ, କୁଲଓ୍ବନ୍ତ ଖେଜ୍ରୋଲିୟା, ମାର୍କସ ଷ୍ଟୋଇନିସ୍‌, ମିଲିନ୍ଦ କୁମାର, ନାଥନ କୁଲ୍ଟର- ନାଇଲ, ପ୍ରୟାସ ରାୟ ବର୍ମନ, ସିମରନ ହେଟମେୟର, ଟିମ୍‌ ସୌଦି।
ସନ ରାଇଜର୍ସ ହାଇଦ୍ରାବାଦ:
ଦୀପକ ହୁଦା, ମାର୍ଟିନ ଗୁପ୍ଟିଲ, ରିକି ଭୁଇ, ଶକିବ ଅଲ ହାସନ ଓ ୟୁସୁଫ୍‌ ପଠାନ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?