ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର

କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ ରହୁଥିବା ଏବଂ ମନ୍ଦିର ପରିସରରେ ବିଚରଣ କରୁଥିବା ଏକମାତ୍ର ମାଈ କୁମ୍ଭୀର ବବିୟାର ବବିୟା ସମ୍ପୂର୍ଣ୍ଣ ରୂପେ ଶାକାହାରୀ ଥିଲା ବୋଲି ଖୋଦ ମନ୍ଦିର ପୂଜକ ସହ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଦାବି କରନ୍ତି ।
ତେବେ ନିକଟରେ ପୋଖରୀରେ ଆଉ ନୂଆ କୁମ୍ଭୀରକୁ ଦେଖି ଲୋକେ ଏହାକୁ ଚମତ୍କାର ବୋଲି କହୁଛନ୍ତି। କାରଣ ଏହି ପୋଖରୀରେ ସବୁବେଳେ ଗୋଟିଏ କୁମ୍ଭୀର ବବିୟା ହିଁ ରହିଥାଏ। ତେବେ କିଛି ଶ୍ରଦ୍ଧାଳୁ ଏହାକୁ ବବିୟାର ନୂଆ ଅବତାର ବୋଲି କହୁଛନ୍ତି ।

The crocodile which appeared on the lake at the Sri Ananthapadmanabha Swamy temple in Kasaragod. The crocodile which appeared on the lake at the Sri Ananthapadmanabha Swamy temple in Kasaragod.
ମନ୍ଦିରନ୍ଦି ଅଧିକାରୀଙ୍କ ଅନୁସାରେ, ୨୦୨୨ ଅକ୍ଟୋବର ୯ରେ ବବିୟାର ମୃତ୍ୟୁ ହୋଇଥିଲା। କିନ୍ତୁ ଏଇ କିଛିଦିନ ମଧ୍ୟରେ ୪ର୍ଥ ଥର ପାଇଁ ଏହି କୁମ୍ଭୀରକୁ ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା କି, ଗୋଟିଏ କୁମ୍ଭୀରର ମୃତ୍ୟୁ ପରେ ଆଉ ଏକ କୁମ୍ଭୀର ମନ୍ଦିର ପୋଖରୀରେ ପ୍ରକଟ ହୁଏ ବୋଲି ମନ୍ଦିରର ୱେବସାଇଟ କହିଛି। କିନ୍ତୁ ଏହାର ସ୍ପଷ୍ଟତା ଏଯାଏଁ ଜଣାପଡି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri