Categories: Video

ଭୁବନେଶ୍ୱରରେ କିଭଳି ଚାଲିଛି ମା’ଙ୍କ ପୂଜା

ରାଜଧାନୀରେ ଏଥର କରୋନା କଟକଣା ମଧ୍ୟରେ ଦଶହରା ପୂଜା କରାଯାଉଛି । ପ୍ରତ୍ୟେକ ବର୍ଷ ଭଳି ଏଥର କିନ୍ତୁ ସୁଉଚ୍ଚ ତୋରଣ ପ୍ରସ୍ତୁତ କରାଯାଇନାହିଁ । ପୂଜା ମଣ୍ଡପରେ ଗହଳି ଚହଳି ସେମିତି କିଛି ବିଶେଷ ଜମି ନାହିଁ । ହେଲେ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି । ଆଜିର ଏହି ଏପିସୋଡରେ ଚାଲନ୍ତୁ ରାଜଧାନୀର କେତେକ ମଣ୍ଡପ ବୁଲିବା ଏବଂ ଦେଖିବା କରୋନା ଭୟ ମଧ୍ୟରେ ମା’ଙ୍କ ପୂଜା କିଭଳି ଚାଲିଛି ଏବଂ ଭକ୍ତଙ୍କ ପ୍ରତିକ୍ରିୟା କଣ ରହିଛି ।