Categories: Video

ଗଞ୍ଜାମରେ ପ୍ରଳୟଙ୍କରୀ ବନ୍ୟା, ସବୁଠି ତାଣ୍ଡବ

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରେ ଲାଣ୍ଡଫଲ କରିବା ପରେ ହନ୍ତସନ୍ତ ହେଉଛି ଗଞ୍ଜାମ। ବାତ୍ୟା ପରେ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇପଡ଼ିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ।