ଭୁବନେଶ୍ୱରରେ ମନ କିଣୁଛି ବିଭିନ୍ନ କିସମର ଆମ୍ବ। ବମ୍ବେ ଗ୍ରୀନ୍ ଆମ୍ବ ସହ ମୁମ୍ବାଇ ଗ୍ରୀନ୍ ଆମ୍ବକୁ ଖୁସିରେ କିଣି ନେଉଛନ୍ତି ଲୋକ।