Posted inଖେଳ

ଅକ୍ଟୋବର ୫ରୁ ବିଶ୍ୱକପ୍‌: ଜାଣନ୍ତୁ କେବେ, କେଉଁଠାରେ ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୧୦: ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପରେ ନକଆଉଟ ସମେତ ମୋଟ ୪୮ଟି ମ୍ୟାଚ ଖେଳାଯିବ, ଯେଉଁଥିରେ ୪୫ଟି ଲିଗ ମ୍ୟାଚ ହେବ। ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ୧୦ଟି ସ୍ଥାନରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବର ଅନୁଷ୍ଠିତ ହେବ। କେତେବେଳେ, କେଉଁଠାରେ ଏବଂ କିପରି ଆମେ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଦେଖିବାରେ ସକ୍ଷମ ହେବେ ଆସନ୍ତୁ ଜାଣିବା।
ବିଶ୍ୱକପ୍ର ସମସ୍ତ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ମ୍ୟାଚ ଗୁଡିକର ମାଗଣା ଲାଇଭ ଷ୍ଟ୍ରିମିଂ ଡିଜନି ପଲ୍ସ ହଟଷ୍ଟାରରେ କରାଯିବ।

୧୦ଟି ସ୍ଥାନରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ

ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ (ଅହମ୍ମଦାବାଦ)
ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମ (ହାଇଦ୍ରାବାଦ)
ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ (ଧର୍ମଶାଳା)
ଅରୁଣ ଜେଟଲୀ ଷ୍ଟାଡିୟମ (ଦିଲ୍ଲୀ)
ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ (ଚେନ୍ନାଇ)
ଏକାନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ)
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ (ପୁଣେ)
ଏମ୍‌ ଚିନ୍ନାସୱାମୀ ଷ୍ଟାଡିୟମ (ବେଙ୍ଗାଲୁରୁ)
ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ)
ଇଡେନ ଗାର୍ଡେନ୍ସ (କୋଲକାତା)

ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୫ ଅକ୍ଟୋବର: ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ଅହମ୍ମଦାବାଦ
6 ଅକ୍ଟୋବର: ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ – ହାଇଦ୍ରାବାଦ
୭ ଅକ୍ଟୋବର: ବାଂଲାଦେଶ ବନାମ ଆଫଗାନିସ୍ତାନ- ଧର୍ମଶାଳା
୭ ଅକ୍ଟୋବର: ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା – ଦିଲ୍ଲୀ
୮ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ- ଚେନ୍ନାଇ
୯ ଅକ୍ଟୋବର: ନ୍ୟୁଜିଲାଣ୍ଡ ବନାମ ନେଦରଲ୍ୟାଣ୍ଡ – ହାଇଦ୍ରାବାଦ
୧୦ ଅକ୍ଟୋବର: ଇଂଲଣ୍ଡ ବନାମ ବାଂଲାଦେଶ-ଧର୍ମଶାଳା।
୧୦ ଅକ୍ଟୋବର: ପାକିସ୍ତାନ ବନାମ ଶ୍ରୀଲଙ୍କା- ହାଇଦ୍ରାବାଦ
୧୧ ଅକ୍ଟୋବର: ଭାରତ ବନାମ ଆଫଗାନିସ୍ତାନ- ଦିଲ୍ଲୀ
ଅକ୍ଟୋବର ୧୨: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା- ଲକ୍ଷ୍ନୌ
ଅକ୍ଟୋବର ୧୩: ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଚେନ୍ନାଇ
ଅକ୍ଟୋବର ୧୪: ଭାରତ ବନାମ ପାକିସ୍ତାନ- ଅହମ୍ମଦାବାଦ
ଅକ୍ଟୋବର ୧୫: ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଦିଲ୍ଲୀ
ଅକ୍ଟୋବର ୧୬: ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା- ଲକ୍ଷ୍ନୌ
ଅକ୍ଟୋବର ୧୭: ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ – ଧର୍ମଶାଳା
ଅକ୍ଟୋବର ୧୮: ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ- ଚେନ୍ନାଇ
ଅକ୍ଟୋବର ୧୯: ଭାରତ ବନାମ ବାଂଲାଦେଶ- ପୁଣେ
ଅକ୍ଟୋବର ୨୦: ଅଷ୍ଟ୍ରେଲିଆ ବନାମ ପାକିସ୍ତାନ – ବେଙ୍ଗାଲୁରୁ
ଅକ୍ଟୋବର ୨୧: ନେଦରଲ୍ୟାଣ୍ଡ ବନାମ ଶ୍ରୀଲଙ୍କା – ଲକ୍ଷ୍ନୌ
ଅକ୍ଟୋବର ୨୧: ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା- ମୁମ୍ବାଇ
ଅକ୍ଟୋବର ୨୨: ଭାରତ ବନାମ ନ୍ୟୁଜିଲାଣ୍ଡ – ଧର୍ମଶାଳା
ଅକ୍ଟୋବର ୨୩: ପାକିସ୍ତାନ ବନାମ ଆଫଗାନିସ୍ତାନ- ଚେନ୍ନାଇ
ଅକ୍ଟୋବର ୨୪: ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ- ମୁମ୍ବାଇ
ଅକ୍ଟୋବର ୨୫: ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ-ଦିଲ୍ଲୀ
ଅକ୍ଟୋବର ୨୬: ଇଂଲଣ୍ଡ ବନାମ ଶ୍ରୀଲଙ୍କା – ବେଙ୍ଗାଲୁରୁ
ଅକ୍ଟୋବର ୨୭: ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା- ଚେନ୍ନାଇ
ଅକ୍ଟୋବର ୨୮: ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲ୍ୟାଣ୍ଡ – ଧର୍ମଶାଳା
ଅକ୍ଟୋବର ୨୮: ନେଦରଲ୍ୟାଣ୍ଡ ବନାମ ବାଂଲାଦେଶ – କୋଲକାତା
ଅକ୍ଟୋବର ୨୯: ଭାରତ ବନାମ ଇଂଲଣ୍ଡ – ଲକ୍ଷ୍ନୌ
୩୦ ଅକ୍ଟୋବର: ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା – ପୁଣେ
୩୧ ଅକ୍ଟୋବର: ପାକିସ୍ତାନ ବନାମ ବାଂଲାଦେଶ- କୋଲକାତା
ନଭେମ୍ବର ୧: ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା- ପୁଣେ
ନଭେମ୍ବର ୨ :: ଭାରତ ବନାମ ଶ୍ରୀଲଙ୍କା- ମୁମ୍ବାଇ
ନଭେମ୍ବର ୩: ନେଦରଲ୍ୟାଣ୍ଡ ବନାମ ଆଫଗାନିସ୍ତାନ- ଲକ୍ଷ୍ନୌ
ନଭେମ୍ବର ୪ : ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ – ବେଙ୍ଗାଲୁରୁ
ନଭେମ୍ବର ୪: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ- ଅହମ୍ମଦାବାଦ
ନଭେମ୍ବର ୫: ଭାରତ ବନାମ ଦକ୍ଷିଣ ଆଫ୍ରିକା – କୋଲକାତା
ନଭେମ୍ବର ୬: ବାଂଲାଦେଶ ବନାମ ଶ୍ରୀଲଙ୍କା- ଦିଲ୍ଲୀ
ନଭେମ୍ବର ୭: ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ- ମୁମ୍ବାଇ
ନଭେମ୍ବର ୮: ଇଂଲଣ୍ଡ ବନାମ ନେଦରଲ୍ୟାଣ୍ଡ – ପୁଣେ
ନଭେମ୍ବର ୯: ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା – ବେଙ୍ଗାଲୁରୁ
ନଭେମ୍ବର ୧୦: ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ- ଅହମ୍ମଦାବାଦ
ନଭେମ୍ବର ୧୧: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ପୁଣେ
ନଭେମ୍ବର ୧୧: ଇଂଲଣ୍ଡ ବନାମ ପାକିସ୍ତାନ- କୋଲକାତା
ନଭେମ୍ବର ୧୨: ଭାରତ ବନାମ ନେଦରଲ୍ୟାଣ୍ଡ – ବେଙ୍ଗାଲୁରୁ
ନଭେମ୍ବର ୧୫: ସେମିଫାଇନାଲ ୧- ମୁମ୍ବାଇ
ନଭେମ୍ବର ୧୬: ସେମିଫାଇନାଲ ୨- କୋଲକାତା
ନଭେମ୍ବର ୧୯: ଫାଇନାଲ- ଅହମ୍ମଦାବାଦ


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri