ପଟାମୁଣ୍ଡାଇ,୯।୨: ପାନ ଦୋକାନରେ ହୁହୁ ହୋଇ ଜଳିଗଲେ ମହିଳା।ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ ଥିବା ପାନ ଦୋକାନରେ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ପାନ ଦୋକାନରେ ପେଟ୍ରୋଲ ବିକ୍ରି ହେଉଥିବାରୁ ନିଆଁ ବେଶି ଜୋର ଲାଗିଥିଲା ତେବେ ମହିଳାଙ୍କ ପରିଚୟ ମିଳିପାରି ନାହିଁ।


