Posted inଫୁରସତ

କ୍ୟାବ୍‌ ବୁକ୍‌ କରିଥିଲେ  ମହିଳା:  ଗାଡ଼ି ଭିତରେ ଯାହା ଦେଖିଲେ…. 

କ୍ୟାବ୍‌ ବୁକ୍‌ କରିଥିଲେ  ମହିଳା, କ୍ୟାବ୍‌ ଆସିବା ପରେ ସେ ଯାହା ଦେଖିଲେ, କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମକଲାନି। ସେ ଟୋଟାଲ ହଲ୍‌ଚଲ୍‌ ହୋଇଗଲେ।
କାରଣ କ୍ୟାବ୍‌ର ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍‌ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ ।
ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଏନେଇ ହୋଇଥିବା ଏକ WhatsApp ଚାଟ ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ  (X)ରେ ଏକ ଆଇଡିରେ WhatsApp ଚାଟର ଏକ ସ୍କ୍ରିନ ସଟ ଶେୟାର କରାଯାଇଥିବା ଦେଖିବାକୁ ମିଳିଛି । ଯେଁଉଥିରେ କ୍ୟାପଶନରେ ଲେଖାଯାଇଛି, “ପିକ ବେଙ୍ଗାଲୁରୁ ମୋମେଣ୍ଟ । “
ଏହା ପରେ ସ୍କ୍ରିନ ସଟରେ ଥିବା ଚାଟରୁ ଜଣାପଡୁଛି ଯେ, ମହିଳା ଜଣକ ଅନ୍ୟ କାହାକୁ ନିଜ ଅନୁଭୂତି ବିଷୟରେ ଜଣାଇଛନ୍ତି । ମହିଳା ଜଣକ ଲେଖିଛନ୍ତି, “ଆଜି ମୋ ସହ ଏକ ଅଦ୍ଭୁତ ଘଟଣା ଘଟିଲା । ମୁଁ ଯେଉଁ କ୍ୟାବ ବୁକ କରିଥିଲି ତାହାର ଡ୍ରାଇଭର ଥିଲେ ମୋ ଟିମ ଲିଡର। କାହିଁକି କ୍ୟାବ ଚଳାଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ, ଏକୁଟିଆପଣ ଦୂର କରିବାକୁ ମୁଁ ଖାଲି ସମୟରେ କ୍ୟାବ ଚଲାଉଛି ।”
ଏହି ପୋଷ୍ଟଟି ବର୍ତ୍ତମାନ ଭାଇରାଲ ହେଉଥିବାବେଳେ ୟୁଜର୍ସ ଏହା ଉପରେ ନିଜର ମତ ରଖିଛନ୍ତି । କେହି କେହି କହିଛନ୍ତି, ”କେହି ଖୁସିରେ ଏପରି କରନ୍ତି ନାହିଁ । ନିହାତି ଆର୍ଥିକ ସମସ୍ୟା ଥିବ ।“
‘ଆଉ କେହି କେହି କହିଛନ୍ତି, ”ଖୁସିରେ କିଏ ଟାଇମ ପାସ କରିବାକୁ ଆସି ବେଙ୍ଗାଲୁରୁ ଟ୍ରାଫିକରେ ଫସିବାକୁ ପସନ୍ଦ କରିବ? କଥାଟା ହଜମ ହେଉନାହିଁ ।“
ଆଉ ଜଣେ ୟୁଜର ଆମେରିକା ସହ ତୁଳନା କରି କହିଛନ୍ତି ଯେ, ”ମୁଁ ଯେତେବେଳେ ଆମେରିକାର ଏକ କମ୍ପାନୀରେ କାମ କରୁଥିଲି ମୋ CEO ଏକ ହୋଟେଲରେ ପାର୍ଟ ଟାଇମ କାମ କରୁଥିଲେ। ଯଦି ଆମ ଦେଶରେ ଏପରି ହେବା କଥା ସତ ହୁଏ, ତେବେ ତାହା ଅତ୍ୟନ୍ତ ଖୁସିର କଥା । ଗୁଡ ଲକ ।“

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri