Categories: Video

କାହିଁକି ମନେ ରହେନାହିଁ ପିଲାଦିନ?

କୁହାଯାଏ ଆମ ମସ୍ତିଷ୍କର ୧୦ ପ୍ରତିଶତକୁ ଆମେ ଆମ କାର୍ଯ୍ୟରେ ଲଗାଇଥାଉ। ମାତ୍ର ଏହା କେତେଦୂର ସତ୍ୟ ତାହା ହୁଏତ ଆମେ ସ୍ପଷ୍ଟ ଭାବେ କହି ପାରିବୁ ନାହିଁ । ଯାହାକୁ ନେଇ ଆମେ ମଧ୍ୟ ବେଳେ ବେଳେ ଚିନ୍ତାରେ ପଡିଯାଉ। ଭାବୁ ଯଦି ୧୦ ପ୍ରତିଶତ ମସ୍ତିଷ୍କର ବ୍ୟବହାରରେ ଆମେ ଏତେ କିଛି କରି ପାରୁଛେ, ଏତେ କଥା ଚିନ୍ତା କରି ପାରୁଛେ ତେବେ ଅବଶିଷ୍ଟ ୯୦ ପ୍ରତିଶତକୁ ଆମେ କାହିଁକି କାର୍ଯ୍ୟରେ ଲଗାଇବା ନାହିଁ ।