Categories: Video

ସୂର୍ଯ୍ୟପରାଗ ସମୟରେ କାହିଁକି ଖାଇବା ମନା

ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଦେବନୀତି ସମ୍ପନ୍ନ ହେବାର ବିଧି ରହିଛି । ସୂର୍ଯ୍ୟପରାଗ ସମୟରେ କେଉଁ କେଉଁ ରାଶିର ବ୍ୟକ୍ତି ଏହାକୁ ଦେଖିବା ଦ୍ୱାରା ସୁଫଳ ମିଳିଥାଏ, ଏବଂ କାହିଁକି ପରାଗ ସମୟରେ ଖାଇବାକୁ ମନା କରାଯାଏ ସେନେଇ ସୂଚନା ଦେଇଛନ୍ତି ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ ।